ମର୍ମନ୍ତୁକ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଆହତ, ଘଟଣା ସ୍ଥଳରେ ଉତ୍ତୋଳନ ରାସ୍ତା ଅବରୋଧ...

ମର୍ମନ୍ତୁକ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଆହତ, ଘଟଣା ସ୍ଥଳରେ ଉତ୍ତୋଳନ ରାସ୍ତା ଅବରୋଧ...


ବରଗଡ଼,୦୭/୦୯ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ନୂଆପଡା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତା ରେ ଏକ କିୟା ସୋନେଟ ଗାଡି ଏକ ବୃଦ୍ଧ ଙ୍କୁ ପଛ ପଟୁ ପିଟିଥିଲା।

      Ad..


ଯାହା ଫଳରେ ଘଟଣା ସ୍ଥଳ ରେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା  ବେଳେ ଗାଡି ଚାଲକ ଜଣକ ପାଇକମାଲ ମାଣ୍ଡୋସିଲ ଗ୍ରାମର ଦୁଷ୍ମନ୍ତ କୁମାର ସାହୁ ବୋଲି ଜଣା ଯାଇଥିବା ବେଳେ ମୃତ ବ୍ୟକ୍ତି ଙ୍କ ନାମ ନାଥ ଆଗଜର

Ad..


ସେ ପାଇକମାଲ ସ୍ଥିତ ଡୁଙ୍ଗୁରିପାଲି ଗ୍ରାମ ବୋଲି ଜଣା ଯାଇଛି।ତେବେ ଅଭିଯୁକ୍ତ କୁ ଘଟଣା ସ୍ଥଳ ରେ ପୋଲିସ ପହଂଚି ହେପାଜତରେ ରଖିଥିବା ବେଲେ ନ୍ୟାୟ ଦାବି ନେଇ ରାସ୍ତା ରୋକ କରିବା ସହ...

Ad..


ଘଟଣା ସ୍ଥଳରେ ଉତ୍ତୋଳନ ପ୍ରକାଶ ପାଇଛି। ପ୍ରାୟ ଦୂର୍ଘଟଣା ବେଆଇନ୍ ଡିଭାଇଡର ଭଙ୍ଗା ଯାଇ ରାସ୍ତା ତିଆରି କରୁଥିବା ରୁ ରାସ୍ତା ପାରି ହେବା ସମୟରେ ଦୂର୍ଘଟଣା ଘଟୁଛି।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post