ବରଗାଁ ଠାରେ ଗ୍ରାମ ବାସୀ ଙ୍କ ଦ୍ଵାରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ...
ବରଗଡ଼,୦୮/୦୯ (ବିଜୟ କୁମାର ସାହୁ) : ବରଗଡ଼ ନିକଟସ୍ଥ ବରଗାଁ ଠାରେ ଗ୍ରାମ ବାସୀ ଙ୍କ ଦ୍ଵାରା ଆୟୋଜିତ ନୂଆ ଖାଈ ଭେଟ ଘାଟ କାର୍ଯ୍ୟକ୍ରମ ରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ର ସଭାପତି ବିମଳ କୁମାର ଦାଶ ମୁଖ୍ୟ ଅତିଥି...
Ad..
ଶିଳ୍ପପତି ଚନ୍ଦ୍ର ସେଖର ବାଗ, ମହିଳା ସମିତି ର ସଭାପତି ଅଞ୍ଜନା ଦାଶ, ନିଷ୍ଠା ସ୍ୱେଚ୍ଛାସେବି ସଙ୍ଗଠନ ର ସଭାପତି ଅଶ୍ୱନି ଷଡ଼ଙ୍ଗୀ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମାଜ ସେବା ପାଇଁ ନିଷ୍ଠା ପରିବାର, ଦୃଷ୍ଟି ସ୍ଵେଚ୍ଛାସବୀ ସଂଗଠନ, ଜିଲ୍ଲା ସମାଜ ସେବୀ ସଙ୍ଗଠନ ଓ କୋଶଳ ସେନା ସଙ୍ଗଠନ କୁ ଅତିଥି ଗଣ ମାନପତ୍ର ପ୍ରଦାନ କରିଥିଲେ।
Ad..
ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଅଭିଭାବକ ମହାସଂଘ ର ବାଲ୍ମୀକି ଷଡ଼ଙ୍ଗୀ,ଜଟାଧାରୀ ପ୍ରଧାନ, ଅସିତ୍ କୁମାର ସାହୁ ଯୋଷ୍ଣା ପାଇକ ଆଦି ଉପସ୍ଥିତି ଥିଲେ,କାର୍ଯ୍ୟକ୍ରମ କୁ ବିଶିଷ୍ଟ ସମାଜ ସେବୀ ମାନସ କୁମ୍ଭାର ପରିଚାଳନା କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
bargaan
Bargarh
bargarh news
latest news
latest update
nuakhai bhaet ghat
odisha daily current affairs





