ସ୍ଵୟଂ ପ୍ରଭା ସାହିତ୍ୟ ସଂସଦ ଆନୁକୁଲ୍ୟରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ...
ବରଗଡ଼,୦୬/୦୯ (ବିଜୟ କୁମାର ସାହୁ): ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସର ରେ ସ୍ଵୟଂ ପ୍ରଭା ସାହିତ୍ୟ ସଂସଦ ଆନୁକୁଲ୍ୟରେ ନୂଆଁ ଖାଇ ଭେଟ ଘାଟ ୨୦୨୫ ଅନୁଷ୍ଟିତ ହୋଇ ଯାଇଛି ।
Ad..
ସଂସଦ ର ଅଧ୍ୟକ୍ଷା ନୁରାବତୀ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦିକା କମଳିନୀ ଦେବୀ ଉଦ୍ଦେଶ୍ୟ ଜ୍ଞାପନ କରି ଥିବା ବେଳେ ଡ ତପସ୍ଵିନୀ ଗୁରୁ,ପ୍ରତିମା ପାତ୍ର,ଅନିମା ଚକ୍ରବର୍ତ୍ତୀ, ସଂତୋସିନି ଦାଶ,ମୀନା ପଣ୍ଡା...
Ad..
ସୁପ୍ରଭା ସାମଲ,ସନ୍ତୋସିନି ନାଗ ବିନୋଦିନୀ ସାହୁ,ଦିବ୍ୟକାନ୍ତି ଭୋଇ,ପୁଷ୍ପାଞ୍ଜଳି ପଣ୍ଡା,ରାଧାରାଣୀ ପଟ୍ଟନାୟକ ,ସରୋଜିନୀ ମେହେର,ନିଳୀମା ପ୍ରଧାନ,ରଶ୍ମି ରେଖା ନାୟକ ,ବିଜୟା ରାଣୀ ମିଶ୍ର,ସୁଲୋଚନା ସାହୁ,ଦୀପ୍ତି ରେଖା ପଣ୍ଡା...
Ad..
ସୁନୀତା ମିଶ୍ର,ରାନୀ ମିଶ୍ର ,ନିଳୀମା ପ୍ରଧାନ,ସୁନୀତା ମିଶ୍ର, ଡ ଡୋଳା ମଣି ସତପଥି,କପିଲ ବାଗ ,ଦୀପ୍ତି ରେଖା ମିଶ୍ର,ବିନୋଦିନୀ ସାହୁ,ଜୟଶ୍ରୀ ପଣ୍ଡା ଭାରତୀ ମେହେର ପ୍ରମୁଖ ଉପସ୍ଥିତ ରହି ନୂଆଁ ଖାଇ କବିତା ପାଠ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।
Ad..
ଆଗାମୀ ଦିନ ରେ ଏହି କାର୍ଯ୍ୟକ୍ରମ କୁ ଆହୁରି ସରସ ସୁନ୍ଦର୍ କରି ଆୟୋଜନ କରାଯିବ ବୋଲି ସଂସଦ ର ଅଧ୍ୟକ୍ଷା ନୂରାବତି ସାହୁ ସୂଚନା ପ୍ରଦାନ କରି ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...





