ଗାନ୍ଧୀ ଜୟନ୍ତୀ ଦିନରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା…
ଭୁବନେଶ୍ବର,୨୫/୦୯ : ବିଜେଡି ଜନସମ୍ପର୍କ ପଦଯାତ୍ରା ପ୍ରାରମ୍ଭିକ ବୈଠକରେ ନିଷ୍ପତ୍ତି। ଏଥର ମାସେ ହେବ ପଦଯାତ୍ରା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ଯାଏଁ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ।
Ad..
ସରକାରଙ୍କ ବିରୋଧରେ ଯେଉଁ ଅସନ୍ତୋଷ ଅଛି, ତାହାର ବାର୍ତ୍ତା ଗଣତନ୍ତ୍ରିକ ପଦ୍ଧତିରେ ଲୋକଙ୍କ ପାଖରେ ପହଞ୍ଚା ଯିବ। ନାରୀ ନିର୍ଯାତନା, ଚାଷୀ ହଇରାଣ, ଯୁବକ ବେକାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରି ଅନେକ ସମସ୍ୟା ବିଜେଡି ଗ୍ରାଉଣ୍ଡକୁ ଯାଇ ଲୋକଙ୍କୁ ସଚେତନ କରିବ।
Ad..
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟବାସୀଙ୍କ ସ୍ୱର ହେବ ବିଜେଡି।
Edited by k.s thakur...
Tags:
Bhubaneswar
bjd
Gandhi jayanti
janasampark padajatra
latest news
latest update
odisha daily current affairs
odisha news
politics



