ଜର୍ଜଗଡ଼ ରେ ୩୨ ତମ ଦୁର୍ଗାପୂଜା କଳସ ଯାତ୍ରା...

ଜର୍ଜଗଡ଼ ରେ ୩୨ ତମ ଦୁର୍ଗାପୂଜା କଳସ ଯାତ୍ରା...


ପାଇକମାଳ,୨୮/୦୯ (ବିଜୟ କୁମାର ସାହୁ) : ବରଗଡ ଜିଲା ପାଇକମାଳ ବ୍ଲକ ନୃସିଂହନାଥ ରାସ୍ତା ରେ ଥିବ। ଜର୍ଜଗଡ଼ ରେ ୩୨ତମ ଦୁର୍ଗାପୂଜା ପାଇଁ ରବିବାର କଳସ ସୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। 

Ad..


ଗ୍ରାମର ମହିଳା ପୁରୁଷ ପୁଅ ଝିଅ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ନିକଟସ୍ଥ ଝରଣା ରୁ ଏକ ଶୋଭାଯାତ୍ରା ରେ ୧୫୧କଳସୀ ରେ ପବିତ୍ର ଜଳ ଆଣି ଦୁର୍ଗାପୂଜା ପେଣ୍ଡାଲ ରେ କଳସୀ ସ୍ଥାପନ କରିଛନ୍ତି। 

        Ad..


କର୍ତ୍ତା ଭାବରେ ତ୍ରିଲୋଚନ ବରିହା ତାଙ୍କ ସହଧର୍ମିଣୀ ଶୋଭାବତୀ ଧରୁଆ ଦାଇତ୍ୱ ତୁଲାଉ ଥିବାବେଳେ ପଣ୍ଡିତ ଦେବରାଜ ପଣ୍ଡା, ମନୋଜ ପୁରୋହିତ, କୁଳମଣି ମିଶ୍ର ପ୍ରମୁଖ ପୂଜା, ପାଠ, ହୋମ ଯଜ୍ଞ ର ଦାଇତ୍ୱ ନେଇଛନ୍ତି।ପୁଜା କମିଟିରେ ସଭାପତି ଅଜୟ କୁମାର ସେଠ...

Ad..


ଉପସଭାପତି ଗୋପାଳ ସା, ସମ୍ପାଦକ ଗୋକୁଳାନନ୍ଦ ପ୍ରଧାନ, କୋଷାଧକ୍ଷ କୈଳାସ କୁମ୍ଭାର, ସୁରଜ ପଣ୍ଡା ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି। ଚଳିତ ଦୁର୍ଗା ପୁଜା ୨୮ତାରିଖ ରୁ ଆରମ୍ଭ ହୋଇ ଅକଟୋବର ୨ତାରିଖ ଯାଏ ଚାଲିବ ବୋଲି ପୁଜାକମିଟି ସଭାପତି ଜଣାଇଛନ୍ତି। 

Ad..


ପୁଜା ସୁରୁଖୁରୁରେ ପରିଚାଳନା ପାଇଁ ଗ୍ରାମର ବୟୋଜ୍ୟେଷ୍ଠ ଲୋକଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ ହୋଇଛି। ଏଥିରେ ପୂର୍ଣ୍ଣରାମ ସା, ବିଭୁତି ମୁଣ୍ଡ, ନରେନ୍ଦ୍ର କୁମାର ସାହୁ, ଅଶ୍ୱିନୀ ସାହୁ, ବଡ ଶତପଥୀ, ଭୁବନେ ସା...

Ad..


ବସନ୍ତ ସାମଲ, ଡାକ୍ତର ଅନିଲ କୁମାର ମିଶ୍ର, ଯୋଗେନ୍ଦ୍ର ସାହୁ ଓ ରଣଜିତ ସରାପ ପ୍ରମୁଖ ଅଛନ୍ତି। ଆଜିର କାର୍ଯ୍ୟକ୍ରମ ଶେଷରେ ସନସ୍ତଙ୍କୁ ପ୍ରସାଦ ବଣ୍ଟନ ଝ।ଙ୍କର ଲୋକନାଥ ସ।ମିନି, ବିରଞ୍ଚି ସୁନା, ସଞ୍ଜୟ ସାମଲ, ଜିତେନ୍ଦ୍ର ମଟାରି ପ୍ରମୁଖ କରିଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post