ନିଗମାନନ୍ଦ ବିହାର ୧୪ ତମ ଶାରଦୀୟ ଦୁର୍ଗାପୂଜା ଶୁଭାରମ୍ଭ : ବିଲ୍ବ ବରଣ ଓ କଳସ ଯାତ୍ରା ସମ୍ପନ୍ନ...

ନିଗମାନନ୍ଦ ବିହାର ୧୪ ତମ ଶାରଦୀୟ ଦୁର୍ଗାପୂଜା ଶୁଭାରମ୍ଭ : ବିଲ୍ବ ବରଣ ଓ କଳସ ଯାତ୍ରା ସମ୍ପନ୍ନ...


ବରଗଡ଼,୨୮/୦୯ (ବିଜୟ କୁମାର ସାହୁ): ପୌର ପରିଷଦ ୱାର୍ଡ ନ ୧ ନିଗମାନନ୍ଦ ବିହାର ଠାରେ ଶାରଦୀୟ ଦୁର୍ଗା ପୂଜା ଶୁଭାରମ୍ଭ ହୋଇ ଯାଇଛି। ଚଳିତ ବର୍ଷ ପୂଜା ର କର୍ତ୍ତା ଭାବେ ପଡ଼ାବାସୀ ଙ୍କ ପକ୍ଷରୁ ସଞ୍ଜୀବ କୁମାର ଦାଶ ସପତ୍ନିକ ଦାୟିତ୍ବ ତୁଲାଉଥିବା ବେଳେ ପଣ୍ଡିତ ଉତ୍ତମ ଆଚାର୍ଯ୍ୟ ଙ୍କ ପୌରୋହିତ୍ୟ ରେ ବିଲ୍ବ ବରଣ ଓ କଳସ ଯାତ୍ରା ସମ୍ପନ୍ନ ହୋଇ ଯାଇଛି।

Ad..


ପୂଜା କମିଟି ସଭାପତି ଚନ୍ଦ୍ର ଶେଖର କମ୍ପ ,ସମ୍ପାଦକ ନବୀନ ସାବତ ଙ୍କ ପ୍ରତ୍ୟକ୍ଷ ନେତୃତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଡ଼ାବାସୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ରେ ଉପ ସଭାପତି ମୃତ୍ୟୁଞ୍ଜୟ ମିଶ୍ର ସହ ସମ୍ପାଦକ ହେମନ୍ତ ପ୍ରଧାନ...

Ad..


କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ଭୋଇ ଶେଖର ବହିଦାର ,ଉନ୍ନୟନ କମିଟି ସଭାପତି ସଦାଶିବ ସାହୁ,ଉପ ସଭାପତି ଅର୍ଜୁନ ସେଟ୍ ସମ୍ପାଦକ ଟିକେଲାଲ ନାଏକ ବରିଷ୍ଟ ଉପଦେଷ୍ଟା ଗୋପବନ୍ଧୁ ପୁରୋହିତ ବାଙ୍କା ବିହାରି ସାହୁ,ପ୍ରଦୀପ ସାହୁ...

Ad..


ସନ୍ତୋଷ ପଣ୍ଡା ଅରୁଣ ସେଟ୍,ଦଇତାରୀ ସାହୁ,ନୀଳକଣ୍ଠ ସାହୁ,ବିଦ୍ୟାଧର କର ଦିନେଶ ବିଶ୍ଵକର୍ମା ,ପ୍ରମୋଦ ସାହୁ ଚନ୍ଦ୍ରମଣି ଦାଶ,ଗଗନ ବିହାରୀ ଦାଶ ଶରତ ଦାସ୍,ଜଗବନ୍ଧୁ ନାଏକ ସୁରେଶ ବାରିକ,ବାବାଜୀ ବାରିକ ଚନ୍ଦ୍ରକାନ୍ତ ସାହୁ...

Ad..


ଧର୍ମେନ୍ଦ୍ର ପତି ଆକା ସେଠି ସରୋଜ ବେହେରା,ଅଚ୍ୟୁତ ବାରିକ ରବି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post