ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳନ...
(ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ କାର୍ଯ୍ୟକ୍ରମ)
ବରଗଡ଼,୨୮/୦୯ : ଆଜି ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଶକ୍ତି ନଗର କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଶତାବ୍ଦୀ କାର୍ଯ୍ୟକ୍ରମ ଏବଂ ବିଜୟା ଦଶମୀ ଉତ୍ସବ ଡାକ୍ତର ଅର୍ଜୁନ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି ।
Ad..
ମଞ୍ଚାସିନ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ଼. ରବିନ୍ଦ୍ର କୁମାର ପ୍ରଧାନ, ପ୍ରମୋଦ ଝାଙ୍କର ବିଜୟା ଦଶମୀ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବିଷୟରେ ବିସ୍ତୃତ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
Ad..
ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅମରେନ୍ଦ୍ର ନାରାୟଣ ଯାଦବ,ଯଦୁ ନନ୍ଦନ ଦାଶ, କେଦାର ମିଶ୍ର, ଶ୍ରୀମୁଖ ପ୍ରଧାନ, ଗିରିଜା ଶଙ୍କର ସାହୁ, ତୁଳସୀ ଚରଣ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ଲମ୍ବୋଦର ମିଶ୍ର...
Ad..
ଗୋବିନ୍ଦ ଦାଶ,ଅଶୋକ ପଶାୟତ, ଯଦୁମଣି ବଢ଼େଇ,ଲକ୍କି ମିରୱ।ନି , ପ୍ରମୋଦ ମହାପାତ୍ର, ପ୍ରତାପ କୁମାର ପଟ୍ଟନାୟକ,ପ୍ରଶନ୍ନ ମେହେର, ଲଳିତ ବିଶ୍ୱାଳ, ମଞ୍ଜୁ ଲତା ମେହେର, ସରିତା ମେହେର...
Ad..
ଜ୍ୟୋସ୍ନା ରାଣୀ ମେହେର, ସଂଘମିତ୍ରା ପଟେଲ,ଓ ଆହୁରି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଡ଼. ରବିନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ଶ୍ରୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
program
RSS





