ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ଇତିହାସ ରଚିଛନ୍ତି ଆର୍ଶୀବାଦ ମହାପାତ୍ର...

ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ଇତିହାସ ରଚିଛନ୍ତି ଆର୍ଶୀବାଦ ମହାପାତ୍ର...


ବରଗଡ଼,୧୨/୦୮ : ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ଇତିହାସ ରଚିଛନ୍ତି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲିତା ଟିକିରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର।

      Ad..


ଭାରତର ଟେକ ବିଶ୍ୱ ଦରବାରରେ ରଖିବା ସ଼଼ହ ଜାତୀୟ ପତାକା ଉଡ଼ାଇ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।ବରଗଡ ମାଟିର ପୁଅ ଆଶୀର୍ବାଦ ଆଜି ଦିନ 12 ଘଣ୍ଟା ସମୟରେ ବରଗଡ଼ ପହଞ୍ଚି ଥିଲେ।

     Ad..


ତାଙ୍କୁ ବରଗଡ଼ ଗାନ୍ଧିଛକ ଠାରେ ବିଭିନ୍ନ ଅନୁଷ୍ଠାନ, ଆଇନଜୀବୀ, ବରିଷ୍ଠ ନାଗରିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post