ବରଗଡ଼ ସହରରେ ତ୍ରିରଙ୍ଗା ଯାତ୍ରା ଯୋଗଦାନ ଦେଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ...
ବରଗଡ,୧୨/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସାରା ଦେଶରେ ଆରମ୍ଭ ହୋଇଥିବା 'ହର ଘର ତିରଙ୍ଗା' ଅଭିଯାନ ଅଧୀନରେ ଆଜି ବରଗଡ଼ରେ ଏକ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।
Ad..
ଏହି ଅଭିଯାନ ଅଧୀନରେ ବରଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ଗାନ୍ଧୀ ଛକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରେ ଏକ ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ କରାଯାଇଥିଲା।
Ad..
ଏହି ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଢ଼ଙ୍ଗୀ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଏବଂ ନଗର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ଙ୍କ ସମେତ ବହୁ ଅନୁଷ୍ଠାନ...
Ad..
ସ୍କୁଲ ର ଛାତ୍ରଛାତ୍ରୀ ଗଣ ଯୋଗଦାନ ଦେଇ ସହର ପରିକ୍ରମା କରିଥିଲେ। ସ୍ବାଧିନତାର ବାର୍ତ୍ତା ବହନକରି ଥିବା ଜିଲ୍ଲା ର ସଂଗ୍ରାମୀ ଗାଁ ପାଣିମୋରା, ସଂଗ୍ରାମୀ ପୀଠ ଘେଁସ, ଠାରେ ତ୍ରିରଙ୍ଗା ଯାତ୍ରା ମାନ ଅନୁଷ୍ଠିତ ହେଉଛି।
Ad..
Report : Bijay ku sahu
Edited by k.s thakur...
Tags:
Bargarh
latest news
latest updates
MLA aswini sadangi
odisha daily current affairs
tiranga jatra





