ବିଶ୍ବହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପକ୍ଷରୁ ଧର୍ମାନ୍ତରୀକରଣ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ...

ବିଶ୍ବହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପକ୍ଷରୁ ଧର୍ମାନ୍ତରୀକରଣ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ...


ବଲାଙ୍ଗିର,୦୫/୦୮ : ବିଶ୍ବହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପକ୍ଷରୁ ଧର୍ମାନ୍ତରୀକରଣ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । 

      Ad..


ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଲୋଇସିଂହା ବ୍ଲକ୍‌ ବୁର୍ଡା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ବେଆଇନ୍ ଭାବେ ଛାତ୍ରାବାସରେ ନିରୀହ ଗରିବ ଆଦିବାସୀ ଓ ହରିଜନ ନାବାଳିକା ଝିଅ ପୁଅ ମାନଙ୍କୁ ରଖାଯାଇ ପାଠ ପଢାଇବା ନାରେ ଧର୍ମାନ୍ତରୀକରଣ କରାଯାଉଅଛି।

     Ad..


ଏହି ଖବର ଜିଲ୍ଲା ତଥା ଆଂଚଳିକ ପ୍ରଶାସନ ପାଖରେ ଥୁବା ସତ୍ତ୍ବେ ଦସ୍ତଙ୍ଘ କାର୍ଯ୍ୟାନୁଷ୍ଠାନ ନେଇ ବନ୍ଦ କରାଯାଉ ନାହିଁ । ମାନ୍ୟବର ଓଡିଶା ସରକାରଙ୍କ ନିର୍ଦେଶ ସତ୍ତ୍ବେ ମଧ୍ଯ ବନ୍ଦକରାଯାଉ ନାହିଁ । ଏହା ବ୍ୟତିତ ଆମ ଜିଲ୍ଲା ର ବିଭିନ୍ନ ସ୍ଥାନ ଓ ଗ୍ରାମରେ ମଧ୍ଯ ଧର୍ମାନ୍ତରୀକରଣ କରାଯାଉଅଛି ।

Ad..


ଏଣୁ ଆପଣଙ୍କୁ ଅନୁରୋଧ କରୁକି ଏହି ଅନୁଷ୍ଠାନ ଗୁଡିକୁ ଯଥା ଶିଘ୍ର ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ସହିତ ସରକାରଙ୍କ ନିର୍ଦ୍ଦେଶ କୁ ବେଖାତିର କରି ଧର୍ମାନ୍ତରୀକରଣକୁ ପ୍ରଶୟ ଦେଉଥୁବା ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଖି ଜଣାଇଛନ୍ତି।

Ad..


ଏହି ଦାବିପତ୍ର ପ୍ରଦାନ କରିବା ବେଳେ ବିଶ୍ବହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ପବିତ୍ର କୁମାର ଦାସ,ନରେନ୍ଦ୍ର କୁମାର ବେହେରା,ସୋମନାଥ ସିଂ ଦେଓ,ସଞ୍ଜୀବ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।



Edited by k.s thakur...

Post a Comment

Previous Post Next Post