ପି ଏମ ଶ୍ରୀ ସିମେଣ୍ଟ ନଗର ଉଚ୍ଚ ବିଦ୍ୟାଳୟ ରେ ସ୍ଵାଧୀନତା ଦିବସ ପାଳିତ...
ବରଗଡ଼ ୧୫/୮ ପି ଏମ ଶ୍ରୀ ସିମେଣ୍ଟ ନଗର ଉଚ୍ଚ ବିଦ୍ୟାଳୟ ଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି।ପ୍ରଧାନ ଶିକ୍ଷକ ଦେବ ଜୀବନ କର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ବିକାଶ ବଘେଲ ଙ୍କ ସଂଯୋଜନା ରେ ଅନୁଷ୍ଠିତ...
Ad..
ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ସସ୍ମିତା ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ ରେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ...
Ad..
ଶିକ୍ଷକ କପିଲ ବାଗ ପ୍ରକାଶ ନନ୍ଦ ଭୋଇ,ରାଜୁ ସୁନା ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷୟିତ୍ରୀ ସବିତା ଦୋରା ,ସୁନନ୍ଦା ମହାପାତ୍ର,ସଞ୍ଜୁ ପ୍ରଧାନ,ସୁଜାତା ଦୀପ,ମଧୁସ୍ମିତା ବିଶ୍ଵାଳ,ରଞ୍ଜିତା ସାହୁ,ଜାହ୍ନବୀ କାଲୋ, ବନ୍ଦିତା ଦାସ,ଡଲି ବାରିକ...
Ad..
ଶୁଭଶ୍ରୀ କୁମ୍ଭାର ସୀମା ପ୍ରଧାନ,ରିମା ଭୋଇ,ଦୀପ୍ତି ମାନ ପାଣିଗ୍ରାହୀ,ଜିତେନ୍ଦ୍ରିୟ ପ୍ରଧାନ ,ସୁଧାଂଶୁ ଶେଖର ସାହୁ, ଗୋପିକାନ୍ତ ମେହେର,ଘନ ଶ୍ୟାମ ମୟୂର ଚୁଲିଆ, ଜ୍ଞାନ ପ୍ରକାଶ ସାହୁ,କୃଷ୍ଣ ଚନ୍ଦ୍ର ପାଣ୍ଡେ...
Ad..
Ad..
ପ୍ରଶାନ୍ତ କୁମାର ବାଦି ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିବା ବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା।
Report : Bijay ku sahu
Edited by k.s thakur...






