ବିିନ୍ଧ୍ଯ ବାସିନୀ ସ୍ନାତକ ମହାବିଦ୍ୟାଳୟରେ ଫ୍ଯାଲେରିଆ ସଚେତନତା କାର୍ଯ୍ଯକ୍ରମ...

ବିିନ୍ଧ୍ଯ ବାସିନୀ ସ୍ନାତକ ମହାବିଦ୍ୟାଳୟରେ ଫ୍ଯାଲେରିଆ ସଚେତନତା କାର୍ଯ୍ଯକ୍ରମ...



ପାଇକମାଳ,୦୯/୦୮ :  ବିିନ୍ଧ୍ଯ ବାସିନୀ ସ୍ନାତକ ମହାବିଦ୍ୟାଳୟ,ପାଇକମାଲ ରେ ଫ୍ଯାଲେରିଆ ରୋଗର ନିରାକରଣ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା। 

      Ad..


ଏଥିରେ ମହାବିଦ୍ୟାଳୟର ଅଧ୍ଯକ୍ଷ ଲୋହିତ କୁମାର ବାରିକ ଅଧ୍ଯକ୍ଷତା କରିଥିଲେ। ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମକର୍ତ୍ତା ମାନେ ଏଥିରେ ଯୋଗ ଦେଇଥିଲେ। 

      Ad..


ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ର ମିଳିତ ଆନୁକୁଲ୍ୟରେ ସାଲେପାଲି ଗ୍ରାମ ପରିକ୍ରମା ପୂର୍ବକ ଏକ ରାଲି ଅନୁଷ୍ଠିତ ହୋଇଥିଲା। 

   Ad..


ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ଯାପିକା, କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post