ନୃସିଂହନାଥ ଆୟୁର୍ବେଦିକ ମହାବିଦ୍ୟାଳୟରେ ରକ୍ଷା ବନ୍ଧନ...
ପାଇକମାଳ,୦୯/୦୮ : ପାଇକମାଳ ସ୍ଥିତ ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ପାଇକମାଳ ସଂଚାଳିକା ବ୍ରହ୍ମା କୁମାରୀ ମୀରା ଭଉଣୀଙ୍କ ଆନୁକୁଲ୍ୟରେ ରକ୍ଷା ବନ୍ଧନ ପର୍ବ ଅନୁଷ୍ଠିତ ହୋଇଯାଇଅଛି।
Ad..
ଏଥିରେ ନୂଆପଡ଼ାର ବ୍ରହ୍ମା କୁମାର ଅଶୋକ ଭାଇ, ମାଣ୍ଡୋସିଲର ସୂର୍ଯ୍ୟନାରାୟଣ ଭାଇ,ତପନ ଭାଇ ଓ ପାଇକମାଳର ବ୍ରହ୍ମା କୁମାରୀ ଦମୟନ୍ତୀ ଭଉଣୀ ଅଂଶଗ୍ରହଣ କରିଥିଲେ।
Ad..
ପଦ୍ମପୁର ବ୍ରହ୍ମା କୁମାରୀ ସୁଜାତା ଭଉଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଜଗବନ୍ଧୁ ମିଶ୍ର ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ରାକ୍ଷୀ ବାନ୍ଧିବା ସହିତ ରାକ୍ଷୀର ବିଶେଷତା ଉପରେ ଆଲୋକପାତ କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
ayurvedic college
latest news
latest update
nrusinghnath
odisha daily current affairs
paikmaal
raksha Bandhan





