ମାଣ୍ଡୋସିଲରେ ସତ୍ୟସାଇ ବାବାଙ୍କ ବରଲକ୍ଷ୍ମୀ ବ୍ରତ...
ପାଇକମାଳ,୦୯/୦୮ : ପାଇକମାଳ ବ୍ଳକ ମାଣ୍ଡୋସିଲ ମାଉସୀ ମନ୍ଦିରରେ ମାଣ୍ଡୋସିଲ ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ବରଲକ୍ଷ୍ମୀ ବ୍ରତ ପୂଜା ହୋଇଯାଇଛି।
Ad..
ପୂଜକ ଭାବରେ ସନ୍ତୋଷ ପାଢୀ ପୂଜାର୍ଚ୍ଚନା କରିଥିଲେ। ଏଥିରେ ୨୪ ଜଣ ମା ମାଉସୀମାନେ ପୂଜାର୍ଚ୍ଚନା ଓ ବରଲକ୍ଷ୍ମୀ ପୂଜା କରିଥିଲେ ।
Ad..
ଆବାହକ ଶରତ ଚନ୍ଦ୍ର ହଂସ ଆହୁତି ପ୍ରଦାନ କରିଥିଲେ।ସତ୍ୟସାଇ ବାବାଙ୍କ ଭଜନ ଓଁ ପରେ ଆଳତି ପ୍ରଦାନ, ପ୍ରସାଦ ସେବନ ହୋଇଥିଲା ।
Ad..
ଏଥିରେ ଭଜନ ମଣ୍ଡଳୀର ସତ୍ୟସାଇ ଅପାମାନେ ପରିଚାଳନାରେ ସହଯୋଗ କରିଥିଲେ।
Ad..
Report : Bijay ku sahu
Edited by k.s thakur...





