ମହିମା ମଠ ର ବାର୍ଷିକ ଉତ୍ସବ ରେ ଭାରତୀୟ କିସାନସଙ୍ଘ...

ମହିମା ମଠ ର ବାର୍ଷିକ ଉତ୍ସବ ରେ ଭାରତୀୟ କିସାନସଙ୍ଘ...


ପଲସଦା /ପଦ୍ମପୁର,୦୯/୦୮ : ଗୁଏବାହାଳୀ ସ୍ଥିତ ମହିମା ମଠ ର ବାର୍ଷିକ ଉତ୍ସବ ର ପ୍ରଥମ ଦିନରେ ଗ୍ରାମ ର ଗୌନ୍ତିଆ ଇ:ମୀନକେତନ ସାହା ଙ୍କ ସଭା ପତିତ୍ୱ ରେ ପ୍ରଥମେ ଯଜ୍ଞ ଓ ପରେ ଆଧ୍ୟାତ୍ମିକ ପ୍ରବଚନ ରେ ସମାଜ କୁ ଶୃଙ୍ଖଳିତ କରିବାରେ...

Ad..


ସନ୍ଥ କବି ଭୀମ ଭୋଇ ଓ ସମାଜ ସଂସ୍କlରକ ଦୟାନନ୍ଦ ସରସ୍ବତୀ ଙ୍କ ଅବଦାନ କୁ ସ୍ୱରଣ କରି ନବପ୍ରଭାତ ଗୁରୁକୁଳ ର ଆଚାର୍ଯ୍ୟ ପୂଜ୍ୟ ବୃହସ୍ବତୀ ଶାସ୍ତ୍ରୀ, ପଣ୍ଡିତ କବିନ୍ଦ୍ର ଆର୍ଯ୍ୟ ଓ ବ୍ରହ୍ମଚାରୀ କ୍ରିଷ୍ଣା ସମବେତ ଜନ ସାଧାରଣ ଙ୍କୁ ପ୍ରବଚନ ମାଧ୍ୟମ ରେ ଶୃଙ୍ଖଳିତ  ହୋଇ ସମାଜ ର କାମ ରେ ନିଷ୍ଠା ରଖିବାକୁ ଅନୁରୋଧ  କରିଥିଲେ।

      Ad..


ପରବର୍ତ୍ତୀ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ କରିବାରେ  କୃଷି ଓ କୃଷକ ର ଭାଗିଦାରୀ ରେ ମହିଳା ଙ୍କ ଅବଦାନ କୁ ଅବତାରଣା କରି ଭାରତୀୟ କିସାନସଙ୍ଘ ର ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର...

Ad..


ଜିଲ୍ଲା ସଭାପତି ଶ୍ରୀ ପିତାମ୍ବର ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀ ପଞ୍ଚlନନ ଦଳପତି ସମବେତ ଗ୍ରାମ ବାସୀ ଙ୍କୁ ସମାଜ ପାଇଁ କୃଷକ ର ମହତ ଅବଦାନ କୁ ସ୍ୱରଣ କରେଇଥିଲେ. ପରେ ମହିମା ମଠ ର ଚାରିପାର୍ଶ୍ଵରେ ବୃକ୍ଷ ରୋପଣ କରି ପରିବେଶ କୁ ଚିର ସବୁଜ ରଖିବାବୁ ଆହ୍ୱାନ କରିଥିଲେ। 

Ad..


ଉକ୍ତ ମହତ କାର୍ଯ୍ୟକ୍ରମ ରେ କରୁଣାକର ପ୍ରଧାନ, ରଞ୍ଜନ ବାରିକ, ଚନ୍ଦ୍ରଶେଖର ଭୋଇ, ରାମେଶ୍ୱର ବାବୁ, ଦିଲ୍ଲୀପ ସାହା, ଦୀନବନ୍ଧୁ ବିଶି, ଜୟ ରାମ ସାହା ପ୍ରମୁଖ ସହଯୋଗ କରିଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post