ରୋଟାରୀ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ୍ ଆନୁକୁଲ୍ୟରେ ‘ଷ୍ଟେ ଫିଟ୍,ଷ୍ଟେ ହେଲ୍ଦୀ" କାର୍ଯ୍ୟଶାଳା...
ବରଗଡ଼,୧୪/୦୮ : ରୋଟାରୀ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ୍ର ପକ୍ଷରୁ ‘ଷ୍ଟେ ଫିଟ୍,ଷ୍ଟେ ହେଲ୍ଦି’ ଏକ କାର୍ଯ୍ୟଶାଳା ସ୍ଥାନୀୟ ଗଣପତି ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇ ଯାଇଛି ।
Ad..
ଏହି କାର୍ଯ୍ୟକ୍ରମ ରେ ୫୦ରୁ ଅଧିକ ସଦସ୍ୟ ସମ୍ମିଳିତ ହୋଇଥିଲେ । କାର୍ଯ୍ୟଶାଳାରେ ସର୍ଟିଫାଇଡ଼ ଏଡ଼ଭାନ୍ସ୍ଡ୍ ଫିଜିକାଲ୍ ଟ୍ରେନର୍ ଓ ନ୍ୟୁଟ୍ରିସନିଷ୍ଟ୍ ଶ୍ରୀ ବୈଲୋଚନ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପ୍ରୟୋଜନୀୟ ଉପାୟ, ପୋଷଣ ସମ୍ବନ୍ଧୀୟ ପରାମର୍ଶ ଓ ଫିଟ୍ନେସ୍ର ଗୁରୁତ୍ୱ ବିଷୟରେ ବିସ୍ତାରିତ ଆଲୋଚନା କଲେ।
Ad..
କାର୍ଯ୍ୟକ୍ରମ ରେ ରୋଟାରୀ କ୍ଲବ୍ର ଅଧ୍ୟକ୍ଷ ଆଶିଷ ପଂସାରି, ସଚିବ ସୁମନ ସାଉଡିଆ, ସନ୍ଦୀପ ସାଉଡିଆ, ଅମିତ ଅଗ୍ରୱାଲ୍, ସଞ୍ଜୀବ ଆଶିଷ ସହିତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେକାର୍ଯ୍ୟଶାଳାରେ ଯୋଗଦେଇଥିବା...
Ad..
ସଦସ୍ୟ ମାନେ ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ମୂଲ୍ୟବାନ ତଥ୍ୟ ଅଧିଗମନ କରିଥିଲେ ଓ ଦୈନନ୍ଦିନ ଜୀବନରେ ଏହାକୁ ଅନୁସରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।
Ad..
Report : Bijay ku sahu
Edited by k.s thakur...





