କଣ୍ଟାବାଞ୍ଜି ସହରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ...
କଣ୍ଟାବାଞ୍ଜି,୧୭/୦୮ : କଣ୍ଟାବାଞ୍ଜି ସହରରେ ରାଧାକୃଷ୍ଣ ମନ୍ଦିରରେ ଯଥାବିଧି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ହର୍ଷ ଉଲ୍ଲାସର ସହ ପାଳନ ହେଉଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିର , ରାମ ମନ୍ଦିର , ଗାୟତ୍ରୀ , ମାତା ମନ୍ଦିର ଓ ମହାବୀର ରେସିଡେନ୍ସିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା।
Ad..
ଶ୍ରୀ ରାଧାକୃଷ୍ଣ ଓ ରାମ ମନ୍ଦିରରେ ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବିଧିବିଧାନ ସହିତ ପ୍ରଭୁ ଶ୍ରୀ କୃଷ୍ଣଙ୍କୁ ପାଞ୍ଚଅମୃତ ରୁ ଅଭିଷେକ କରିବା ପରେ ସନ୍ଧ୍ୟା ସମୟ ସିଙ୍ଗାର ଓ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା।
ରାଧାକୃଷ୍ଣ ମନ୍ଦିର ରେ ଅଗ୍ରୱାଲ ସଭା ଆନୁକୂଳରେ ସନ୍ଧ୍ୟାରେ ଭଜନ କୀର୍ତ୍ତନ ପରିବେଷଣ କାର୍ଯ୍ୟକ୍ରମ ରଖା ଯାଇଥିଲା ସେଥିରେ ଭଜନ ସମ୍ରାଟ ଗିରଧାରୀ ସୋନି ଓ ରେଙ୍ଗାଲୀରୁ ନିକିତା ଅଗ୍ରୱାଲ ଭଜନ ପରିବେଷଣ କରିଥିବା ବେଳେ ରାମ ମନ୍ଦିର ରାମାୟଣ ମଣ୍ଡଳୀ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।
ରାଧାକୃଷ୍ଣ ମନ୍ଦିର ପୂଜକ ରପୁ ମହାରାଜ ଓ ରପୁ ମହାରାଜ ଏବଂ ରାମ ମନ୍ଦିର ରେ ଜିତୁ ପାଠକଙ୍କ ଦ୍ବାରା ପୂଜା ଅର୍ଚ୍ଚନା ଦାଇତ୍ଵ ଗ୍ରହଣ କରିଥିବା ବେଳେ ମନ୍ଦିର ପ୍ରଗଣ ରେ ଶତାଧିକ ମହିଳା ପୁରୁଷଙ୍କ ସମାଗମ ହୋଇଥିଲା।
ସମସ୍ତେ ମନ ଧ୍ୟାନ ଦେଇ ପ୍ରଭୁ କୃଷ୍ଣଙ୍କ ଜନ୍ମ ସମୟକୁ ଆବେଗର ସହିତ ଅପେକ୍ଷା କରିଥିଲେ କି କେତେବେଳେ ସେହି ସମୟ ଆସିବ।ସମସ୍ତେ ପ୍ରଭୁଙ୍କୁ ଦୋଳିରେ ଝୁଲାଇବାର ଇଚ୍ଛାରେ ଜଗିବସିଥିଲେ । ମନ ମଧ୍ୟରେ ଭକ୍ତିର ଭାବନା ସୃଷ୍ଟି ହୋଇ ଚାଲିଛି ।
ଏମିତି କିଛି ସମୟ ବିତି ଯିବାପରେ ପ୍ରଭୁ ଜନ୍ମ ଲାଭ କରିଥିଲେ ଏବଂ ସମସ୍ତ କୃଷ୍ଣ ପ୍ରେମୀ ପ୍ରଭୁଙ୍କୁ ଦୋଳିରେ ଝୁଲାଇ ମନରେ ସନ୍ତୋଷ ଓ କୃପା ଲାଭ କରିଥିଲେ ।

Edited by k.s thakur...