ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ଛାତ୍ର ଛାତ୍ରୀ ପାଳିଲେ ସମ୍ବଲପୁରୀ ଦିନ...
ବରଗଡ଼,୦୧/୦୮ : ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଇଛି ।
Ad..
ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରେ ଅନୁଷ୍ଟିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ସମ୍ପାଦିକା ଛାତ୍ରୀ ସାଳୀନି ସା ଙ୍କ ସଂଯୋଜନା ରେ ଓ ସଂସଦ ର ସଭାପତି ଛାତ୍ରୀ ଧରିତ୍ରୀ ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ...
Ad..
ଏହି କାର୍ଯ୍ୟକ୍ରମରେ ଗୁରୁ ସତ୍ୟନାରାୟଣ ଙ୍କ ଜୀବନୀ ଉପରେ ଆଲୋଚନା ହୋଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପରିଧାନ ର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
Ad..
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମ ଚାରି ବୃନ୍ଦ ମଧ୍ୟ ସମ୍ବଲପୁରୀ ପୋଷାକ ପରିଧାନ କରି ନିଆରା ଢଙ୍ଗ ରେ ସମ୍ବଲପୁରୀ ଦିନ ପାଳନ ରେ ସାମିଲ ହୋଇଥିଲେ।
Ad..
Report : Bijay ku sahu
Edited by k.s thakur...





