ଆମ୍ ଆଦମୀ ପାର୍ଟି ବରଗଡ଼ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ...

ଆମ୍ ଆଦମୀ ପାର୍ଟି ବରଗଡ଼ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ...


ବରଗଡ଼,୧୫/୦୮  : ୭୯ ତମ ସ୍ୱାଧୀନତା ଦିବସ ପାଳନ କଲା ଆମ୍ ଆଦମୀ ପାର୍ଟି ବରଗଡ଼। ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ବପ୍ନ ର ଭାରତ ନିର୍ମାଣ ପାଇଁ କାର୍ଯ୍ୟକର୍ତ୍ତା ମାନେ ସଂକଳ୍ପ ନେଲେ। 

       Ad..


ବର୍ତମାନ ସମୟରେ ଦେଶ କୁ ଆବଶ୍ୟକ ଅଛି ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଚାଷୀ, ମହିଳା ସୁରକ୍ଷା ଯାହାକି କେବଳ ଆପ୍ କରି ପାରିବ ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଅବିଭାଷଣ ରେ କହିଥିଲେ। 

   Ad..


ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ସ୍ୱରୂପ ଭୋଇ, ନାରୀ ନେତ୍ରୀ ମରିୟମ ବାର୍ଲା, ଅସିତ ସାହୁ, ମହମ୍ମଦ ଜାଭେଦ, ସତ୍ୟବ୍ରତ ସାହୁ, ସଲାଉଦ୍ଦିନ, ଆଇନଜୀବୀ ରମେଶ ପତି, ମହମ୍ମଦ ମୋଇନ, ମୁନା ଦେହେରୀ, ଲାଲା ଦୀପ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Ad..



Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post