ଗନ୍ଧମାର୍ଦ୍ଦନ ପାଇକମାଳ ମାହାର ପଡ଼ାରେ ଅଜଗର ଉଦ୍ଧାର...

ଗନ୍ଧମାର୍ଦ୍ଦନ ପାଇକମାଳ ମାହାର ପଡ଼ାରେ ଅଜଗର ଉଦ୍ଧାର...


ବରଗଡ଼,୨୩/୦୮ : ଗନ୍ଧମାର୍ଦ୍ଦନ ପର୍ବତମାଳା ପାଦତଳେ ଥିବା ପାଇକମାଳ ମାହାର ପଡ଼ାର ପ୍ରଫୁଲ୍ଲ କୁମାର ବେହେରାଙ୍କ ଘରେ ରାତିରେ ବିରାଟ ଅଜଗର ଥିବା ଜଣା ପଡିବା ପରେ  ପାଇକମାଳ ସ୍ନେକ୍ ହେଲ୍ପଲାଇନର ଚିମନଲାଲ କଟାପଲିଆଙ୍କୁ ଯୋଗାଯୋଗ କରାଯାଇଥିଲା।

       Ad..


ସେ ଆସି ତାଙ୍କ ଘରୁ ଅଜଗରକୁ ଉଦ୍ଧାର କରି ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଅଜଗର ସାପ ପାଖାପାଖି ୬ ଫୁଟ ଥିବା ବେଳେ ଓଜନ ସାଢ଼େ ୯ କେଜି ଥିବା ଜଣାପଡିଛି।

        Ad..


ଗନ୍ଧମାର୍ଦ୍ଦନ ରେ ଜୀବଜନ୍ତୁ ଙ୍କ ଖାଦ୍ୟ ଅଭାବ ରହୁଥିବା ଯୋଗୁଁ ଗାଁ ମୁହାଁ ହେଉଛନ୍ତି ଜୀବଜନ୍ତୁ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post