ଜେନିଥ ଲିଓ ସ୍କୁଲ ରେ ଶିଶୁ ଙ୍କ ଦ୍ଵାରା ନୂଆଖାଇ ହାଟ...

ଜେନିଥ ଲିଓ ସ୍କୁଲ ରେ ଶିଶୁ ଙ୍କ ଦ୍ଵାରା ନୂଆଖାଇ ହାଟ...


ବରଗଡ଼,୨୩/୦୮ : ନୂଆଖାଇ ସମୟରେ ହାଟ ର ଏକ ସ୍ବତନ୍ତ୍ରତା ରହିଥାଏ । କୁନି କୁନି ଶିଶୁ ମାନଙ୍କୁ ନୂଆଁଖାଇ ପରମ୍ପରା ବିଷୟରେ ଅଧିକରୁ ଅଧିକ ଶିଖାଇବା ପାଇଁ ଜେନିଥ ଲିଓ ସ୍କୁଲ ତରଫରୁ ନୂଆଖାଇ ହାଟ ବସାଯାଇଛି।

    Ad..


ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ମହା ଆଡ଼ମ୍ବରରେ ପାଳନ କରିବା ପାଇଁ ଗାଁ  ଠାରୁ ସହର ଚଳଚଞ୍ଚଳ ହେଉଛି। ଘରେ ଘରେ ପ୍ରସ୍ତୁତି ପର୍ବ ଚାଲିଥିବା ବେଳେ ଦୋକାନ ବଜାର ରେ ଭିଡ଼ ରହୁଛି । 

Ad..


ଏହି ନୂଆଖାଇ ପରମ୍ପରା କୁ ପାଲନ କରିବା ପାଇଁ ଛୋଟ ଠାରୁ ବଡ ସମସ୍ତ ଙ୍କ ପାରିବାରିକ ଦାୟିତ୍ୱ କିଛିନା କିଛି ରହିଥିବା ବେଳେ ନୂଆଁଖାଇ ସମୟରେ ବଜାର ହାଟ କେମିତି ହୁଏ ଓ ନୂଆଖାଇ ହାଟର ଚାହିଦା କିଭଳି...

Ad..


ନୂଆଁଖାଇ ପରମ୍ପରା ସହ ହାଟ ଜଡ଼ିତ ତାହା ଶିକ୍ଷା ଦେବାପାଇଁ ଅଭିନୟ ଢଙ୍ଗରେ ସ୍କୁଲ ପରିସରରେ ହାଟ ବ୍ୟବସ୍ଥା କରାଯାଇଛି ଯାହାକି କୁନି କୁନି ଶିଶୁ ମାନେ ସ୍କୁଲ ରେ ହାଟ ସୃଷ୍ଟି କରିଛନ୍ତି। 

Ad..


ଏହି ସ୍କୁଲ ପରିସରରେ ହାଟ ସତସତକା ନୂଆଁଖାଇ ହାଟରେ ଭ୍ରମ ସୃଷ୍ଟି କରୁଥିଲେ ବି ନୂଆଖାଇ ହାଟ ର ସମସ୍ତ ସାମଗ୍ରୀ ଭରପୁର ରହିଥିଲା । ଛୋଟ ଛୁଆଙ୍କ ହାଟ ହୋଇଥିଲେ ବି ନୂଆଖାଇ ପାଳନର ସମସ୍ତ ସାମଗ୍ରୀ ଉପଲବ୍ଧ ରହିଥିଲା...

Ad..


ଯାହାକି ନୂଆଖାଇ ହାଟ ସତସତିକା ହାଟ ଭାବରେ ଉପସ୍ଥାପିତ ସମସ୍ତ ଅବିବାବକ ଓ ଅତିଥିମାନଙ୍କୁ ଆଶ୍ଚର୍ଯ୍ୟ କରିବା ସହ କେତେକଙ୍କୁ ନୂଆଖାଇ ସାମଗ୍ରୀ ଯୋଗାଇବାରେ ସହାୟକ ହୋଇଥିଲା। 

କୁନି କୁନି ଶିଶୁ ମାନଙ୍କ ଦ୍ବାରା ହାଟ ପରିଚାଳିତ ହେଉଥିଲେ ବି କୃଷିଭିତ୍ତିକ ଗଣପର୍ବ ନୂଆଖାଇ ର ସମସ୍ତ ସାମଗ୍ରୀ ଉପଲବ୍ଧ ହୋଇଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post