ସାର ଅଭାବ ପ୍ରତିବାଦରେ ଏନ୍ଏଚ୍ ଅବରୋଧ କଲେ ଚାଷୀ...
ମାଲକାନଗିରି,୨୩/୦୮ : ମାଲକାନଗିରି ଜିଲ୍ଲାରେ ସାରର ଅଭାବକୁ ନେଇ ଶନିବାର ଦିନ ଶତାଧିକ ଚାଷୀ ସମବାୟ ବିଭାଗ ନିକଟରେ ଚାଷୀ ଏନ୍ଏଚ୍ ଅବରୋଧ କରିଛନ୍ତି । ଚାଷୀ ବାରମ୍ବାର ଦାବି କଲେବି କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟହୋଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
Ad..
ଜାତୀୟ ରାଜପଥ ୩୨୬ ନମ୍ବର ଅବରୋଧ କରିବା ସହ ସାର ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଅଡ଼ି ବସିଛନ୍ତି ଚାଷୀ ।
Ad..
ଦୀର୍ଘ ଦିନ ହେବ ମାଲକାନଗିରି ଜିଲ୍ଲାରେ ସାର କଳା ବଜାର ହେଇ ଚଡା ଦରରେ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲେ ଚାଷୀ ।
Edited by k.s thakur...



