ନୂଆଁଖାଇ ଅବସରରେ ସହୟୋଗ ପଦମପୁର ତରଫରୁ ବୃଦ୍ଧାଶ୍ରମ ଅନ୍ତେବାସୀ ଙ୍କୁ ରାସନ ସାମଗ୍ରୀ ସହିତ ଫଳମୂଳ ଆଦି ପ୍ରଦାନ...

ନୂଆଁଖାଇ ଅବସରରେ ସହୟୋଗ ପଦମପୁର ତରଫରୁ ବୃଦ୍ଧାଶ୍ରମ ଅନ୍ତେବାସୀ ଙ୍କୁ ରାସନ ସାମଗ୍ରୀ ସହିତ ଫଳମୂଳ ଆଦି ପ୍ରଦାନ...


ପଦ୍ମପୁର,୨୮/୦୮(ବିଜୟ କୁମାର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ଆମ ଅନୁଷ୍ଠାନ "ସହୟୋଗ" ପଦମପୁର ତରଫରୁ ଆଗଲପୁର ବ୍ଲକ୍ ଅନ୍ତର୍ଗତ ବାଘଝୁଲା ଗ୍ରାମରେ ଥିବା ବୃଦ୍ଧାଶ୍ରମ (ସମୀର ଦିବ୍ୟାଙ୍ଗ ଆଶ୍ରମ) ର ଅନ୍ତେବାସୀ...

      Ad..


ମାନେ ଏହି ଗଣପର୍ବ ରେ ଯେପରି ହସ ଖୁସିରେ ନୂଆଁଖାଇ ପାଳନ କରିପାରିବେ ସେଥିପାଇଁ କିଛି ରାସନ ସାମଗ୍ରୀ ସହିତ ଫଳମୂଳ ଆଦି ପ୍ରଦାନ କରି ଅନ୍ତେବାସୀଙ୍କ ମୁଁହରେ ହସ ଫୁଟାଇବା ପାଇଁ ଉଦ୍ୟମ କରିଥିଲୁ।

Ad..


ଏହି ଅବସରରେ ଆମ ଅନୁଷ୍ଠାନର ସଦସ୍ୟ ଆକାଶ ପଣ୍ଡା, ଅବିନାଶ ବହିଦାର, ସୁରେଶ ଦୋରା, ରୋସନ ସାହୁ ଏବଂ ପ୍ରିତଶ ନାୟକ ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀଙ୍କ ସହ କିଛି ଖୁସି ମୁହୂର୍ତ୍ତ ବିତାଇବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post