ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ତରଫରୁ ଗଣେଶ ପୂଜା ଅନୁଷ୍ଠିତ...

ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ତରଫରୁ ଗଣେଶ ପୂଜା ଅନୁଷ୍ଠିତ...


ବରଗଡ଼,୨୮/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ପରିସରରେ ଗଣେଶ ପୂଜା ଅନୁଷ୍ଠିତ ହେଉଛି। ସଭାପତି ପ୍ରିତେଶ ବହିଦାର ଓ ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଟାଉନ୍ କ୍ଲବ ଠାରେ ପ୍ରତିବର୍ଷ ଭଲି ଏଥର ମଧ୍ୟ ବିଘ୍ନରାଜ ଗଣେଶ ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।

   Ad..


ଟାଉନ୍ କ୍ଲବ ର ସକ୍ରିୟ ସଦସ୍ୟ ଦିନେଶ ବାରିକ ଦ୍ବିତୀୟ ଥରପାଇଁ କର୍ତ୍ତା ଦାୟିତ୍ଵ ତୁଲାଇବା ସହ ଗଣେଶ ପୂଜା ରେ ଦୈନିକ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତି କରୁଛନ୍ତି। 

        Ad..


ଗଣେଷ ପୂଜା ଅବସରରେ ଟାଉନ କ୍ଲବ ର ସମସ୍ତ କର୍ମକର୍ତ୍ତା ସମେତ ପୂର୍ବତନ କର୍ମକର୍ତ୍ତା,ବରିଷ୍ଠ ଓ କନିଷ୍ଠ ସଦସ୍ୟ ମାନେ ଯୋଗଦାନ ଦେଇଥିଲେ। ଆସନ୍ତା ରବିବାର ଦିନ ପୂର୍ଣ୍ଣାହୁତି କାର୍ଯକ୍ରମ ରହିଥିବାର ବରିଷ୍ଠ ସଦସ୍ୟ ଅଶୋକ ମିଶ୍ର ସୂଚନା ଦେଇଛନ୍ତି।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post