ନୂଆଖାଇ ଦିନ ର ବାସି ପାଳନ ଛୁଟି ସରକାରୀ ପ୍ରୋତ୍ସାହନ...
ବରଗଡ଼,୨୯/୦୮(ବିଜୟ କୁମାର ସାହୁ): ନୂଆଁଖାଇ ବାସି ସରକାର୍ ଛୁଟି ଦେଇଥିବାର ସତ୍ତ୍ୱେ, କେତେ ବ୍ୟାଙ୍କ, ସ୍କୁଲ, କଲେଜ ଖୁଲା ଥିବାର ସୂଚନା ମିଲିଲା।ସରକାରି ଛୁଟି କେ ଅବମାନନା କରି ଅତାବିରା, ବରଗଡ଼ ରେ ଖୁଲି ଥିବାର୍ ...
Ad..
ବ୍ୟାଙ୍କ ମାନେ କୋଶଲ ସଂଗ୍ରାମୀ ତଥା କୋଶଲ ଛାତ୍ର ସଂଗଠନ ର ପ୍ରତିଷ୍ଠାତା ଇଂ ଅଭିଷେକ ନାୟକ ଙ୍କ ଅଧ୍ୟକ୍ଷତା ରେ ବନ୍ଦ କଲା କୋଶଲ ଛାତ୍ର ସଂଗଠନ(STUDENT'S UNION OF KOSHAL)।
Ad..
ଆମର୍ ପ୍ରୟାସ୍ ଆମର୍ ଲୋକ୍ ନୂଆଁଖାଇ ର ବାସୀ ଦିନ୍ ବି ତାଙ୍କର୍ ଘର୍ ପରିବାର୍ ସାଙ୍ଗେ ଛୁଟି ମନଉନ୍। ଇ ଅଞ୍ଚଲ୍ ରେ ରହେବାର୍ ସାଙ୍ଗେ ଇନିର୍ ତିହାର୍ କେ ସମ୍ମାନ୍ ଦେବାର୍ କେ ପଡବା ଏବଂ ସାରା କୋଶଳାଞ୍ଚଳ କେ ଗୁଟେ ସୂଚନା ଦେବାର କେ ଚାହୁଁଚୁ ଯେ ଯିଏ ଭି ଆମର କଲା ସଂସ୍କୃତି ପରମ୍ପରା କେ ସମ୍ମାନ...
Ad..
ଦେଇ ନାଇଁ ପାରବାର ଦୟାକରି ତାହାକେ ଅପମାନ ମଧ୍ୟ ନକରିବା ପାଇଁ କୋଶଲ ଛାତ୍ର ସଂଗଠନ ତରଫରୁ ଆହ୍ୱାନ ଦିଆଯିବା ସହ ଆଗାମୀ ଦିନରେ ବଡ ଆନ୍ଦୋଳନ ଚେତାବନୀ ଦିଆଯାଇଛି।
Ad..
Report : Bijay ku sahu
Edited by k.s thakur...





