ଭଟଲି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗାଁ ନୂଆଁଖାଇ ଭେଟଘାଟ ରେ ଯୋଗ ଦେଉଛନ୍ତି ବିଧାୟକ ଇରାସିସ...

ଭଟଲି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗାଁ ନୂଆଁଖାଇ ଭେଟଘାଟ ରେ ଯୋଗ ଦେଉଛନ୍ତି ବିଧାୟକ ଇରାସିସ...


ବରଗଡ଼,୨୯/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ସୋହେଲା , ଅମ୍ବାଭନା ଓ ଭଟଲି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗଣେଶ ପୂଜା ଓ ନୂଆଁଖାଇ ପାଳିତ ହେଉଥିବା ରୁ... 

      Ad..


ବିଭିନ୍ନ ଗଣେଶ ମଣ୍ଡପ ଓ ଗାଁ ଗୁଡ଼ିକରେ ପାଳିତ ହେଉଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମାନ ଙ୍କୁ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଯୋଗଦାନ ଦେଇଛନ୍ତି । 

        Ad..


ଭଟଲି ବ୍ଲକ୍ ର ବିଭିନ୍ନ କ୍ଲବ୍, ସଂଗଠନ ଦ୍ଵାରା ଗଣେଶ ପୂଜା ଓ ଗାଁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଗୁଡିକରେ ବିଧାୟକ ଇରାସିସ ପହଞ୍ଚି ଗଣେଶ ପୂଜା ରେ ଯୁବଗୋଷ୍ଠୀ...

Ad..


ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଗାଁ ର ବିଭିନ୍ନ ବର୍ଗର ଜନସାଧାରଣ ଙ୍କ ସମେତ ବରିଷ୍ଠ ଗ୍ରାମବାସୀ ଙ୍କ ସହ ସାମିଲ ହୋଇ ଉତ୍ସାହ ବଢାଇବା ସହ ଆଶିର୍ବାଦ ଗ୍ରହଣ କରୁଛନ୍ତି।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post