ପଦ୍ମ ଶ୍ରୀ ବିନୋଦ ପଶାୟତ ଙ୍କ ସ୍ମୃତି ରେ...
ବରଗଡ଼,୨୧/୦୮(ବିଜୟ କୁମାର ସାହୁ): ବିଶିଷ୍ଟ ଶିକ୍ଷାବିତ୍ ତଥା ଆଦର୍ଶ ଶିକ୍ଷକ, ସମ୍ବଲପୁରୀ ଭାଷା ବିତ୍ ମଙ୍ଗଳୁ ଚରଣ ବିଶ୍ଵାଳ ଙ୍କ ପରମାଣପୁର ସ୍ଥିତ... ଏଇ ସେଇ ବାରଡୁଙ୍ଗୁରି ଘର।
Ad..
ଘନ ଘନ ବୈଠକ ହୁଏ ଆମର। ସମ୍ବଲପୁର ଆକାଶ ବାଣୀ ରେ ପ୍ରସାରିତ ବିନୋଦ ପଶାୟତ ଙ୍କ ଲିଖିତ କୁଢିକାଚି... କୁ ଏକ ଶିଶୁ ଫିଲ୍ମ୍ ରେ ରୂପାନ୍ତରିତ କରିବା ପାଇଁ। ସ୍ଵପ୍ନ ଅଧୁରା ରହି ଯାଏ।
Ad..
ବାସ୍ତବ ରୂପ ନେବା ଆଗରୁ ଯିଏ ଏତେ ସ୍ନେହ ଦେଇଥିଲେ ମଙ୍ଗଳୁ ଚରଣ ବିଶ୍ଵାଳ ଏ ସଂସାର ଛାଡ଼ି ଚାଲି ଗଲେ। ଏହା ପରେ ପରେ ପଦ୍ମ ଶ୍ରୀ ବିନୋଦ ପଶାୟତ ପୁଣି ଆର ପାରିକି।
Ad..
ଶେଷ ଥର ପାଇଁ ମୋ ଘରକୁ ଆସି ମୋ ହାତରେ ଧରାଇ ଦେଇ ଯାଆନ୍ତି ତାଙ୍କ ରଚିତ ସମ୍ବଲ୍ ପୁରୀ novel _ରାମ୍ ରାଇଜ୍ ର କଥା _ ସେଇ ଦିନ ଠାରୁ ତାଙ୍କ ସହ ଆଉ ଭେଟ ଘାଟ ନାହିଁ। ଏଇ କାଲି ପରି ଲାଗୁଛି।
Ad..
Report : Bijay ku sahu
Edited by k.s thakur...





