ବ୍ରାହ୍ମଣ ସମାଜ କଣ୍ଟାବାଞ୍ଜି ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ସ୍ଥାନୀୟ ହରିଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୯/୦୮ : ବ୍ରାହ୍ମଣ ସମାଜ ସଭାପତି ଚିନ୍ମୟ କୁମାର ଯୋଷୀ ଙ୍କ ସଭାପତିତ୍ବରେ ବ୍ରାହ୍ମଣ ସମାଜ କଣ୍ଟାବାଞୀ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ସ୍ଥାନୀୟ ହରିଭବନଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
Ad..
ସଭାପତି ଚିନ୍ମୟ କୁମାର ଯୋଷୀ ଏବଂ ସମ୍ପାଦକ ସରୋଜ ପଣ୍ଡା ସହ ଦେବାଶିଷ ମିଶ୍ର, ପ୍ରଫୁଲ ନାୟକ, ବ୍ରଜଶ୍ୟାମ ଗୁରୁ, ସଚିକାନ୍ତ ମିଶ୍ର, ସୁମନ ମିଶ୍ର, ତପନ କିଶୋର ତ୍ରିପାଠୀ, ଦେବେନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ହୋତା, ମନୀଷ ଅଗ୍ରବାଲ, ଅନୀଲ ଗଡତ୍ୟା, ସୌରଭ ଠାକୁର, ମନୋଜ ସାହୁ...
Ad..
ଆଦର୍ଶ ତ୍ରିପାଠୀ, ଦିଲ୍ଲୀପ ଜୈଶବାଲ, ଅଜିତ କଠାର, ବିକାଶ ଖମାରୀ, ରାଜେଶ ମିଶ୍ର, ସ୍ବର୍ଣିମା ଠାକୁର, ସମୀକ୍ଷା ପାଣିଗ୍ରାହୀ ରକ୍ତ ଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞୀ ବିଧାୟକ ଲକ୍ଷ୍ମଣ ବାଗ...
Ad..
ସମ୍ମାନୀତ ଅତିଥି ରୂପେ ନଗରପାଳ ବରିୟାମ ସିଂ ସାଲୁଜା, ଅତିଥି ଭାବରେ ବିଜୟ ବଂସଲ ସହ ଉପସଭାପତି ବିଜୟ କୁମାର ମିଶ୍ର, ସହ ସମ୍ପାଦକ ଜୟବ୍ରତ ସାହୁ, କୋଷାଧ୍ୟକ୍ଷ ପ୍ରତ୍ୟୁଷ ପାଣିଗ୍ରାହୀ, ପଦ୍ମକିଶୋର ଠାକୁର, ଜଗନ୍ନାଥ ଠାକୁର...
Ad..
ଜନାର୍ଦ୍ଦନ ଠାକୁର, ଜଗଦାନନ୍ଦ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ସଞ୍ଜୟ ମହାପାତ୍ର, ସଞ୍ଜୟ ମିଶ୍ର, ରବିନାରାୟଣ ତ୍ରିପାଠୀ, ଗୋବିନ୍ଦ ନାୟକ, ଶ୍ୟାମ ସୁନ୍ଦର ଗୁରୁ, କୃଷ୍ନାନ୍ଦ ପାଣିଗ୍ରାହୀ, ତେଜୁରାମ ଶତପଥୀ, ନିଶିକାନ୍ତ ମହାପାତ୍ର, ମୋହନ ଖମାରୀ, ଆଶିଷ ଠାକୁର ସହ ଶତାଧିକ ସମାଜ ସେବୀ ଉପସ୍ଥିତ ଥିଲେ।
Ad..
Edited by k.s thakur...
Tags:
blood donation camp
Brahman samaj
kantabanji
latest news
latest update
odisha daily current affairs






