ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଭୁବନେଶ୍ବର R&B ଡ଼ିଭିଜନ-୩ର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ...
ଭୁବନେଶ୍ବର,୨୯/୦୭ : ଆୟବହିର୍ଭୂତସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରୁଛି। ଭୁବନେଶ୍ବରର ୮ଟି ଏବଂ ନୟାଗଡ଼ର ୨ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
Ad..
ଭୁବନେଶ୍ବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ,ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଭୁବନେଶ୍ୱର ଏବଂ ନୟାଗଡ଼ରେ ତାଙ୍କ ନିମ୍ନଲିଖିତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।
Ad..
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରୁଛି। ଭୁବନେଶ୍ବରର ୮ଟି ଏବଂ ନୟାଗଡ଼ର ୨ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
Ad..
ଭୁବନେଶ୍ବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ,ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଭୁବନେଶ୍ୱର ଏବଂ ନୟାଗଡ଼ରେ ତାଙ୍କ ନିମ୍ନଲିଖିତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।
୧) ପ୍ଲଟ୍ ନମ୍ବର ୨୨୬, ସେକ୍ଟର-୫, ନୀଳାଦ୍ରି ବିହାରରେ ଥିବା ତିନି ମହଲା କୋଠା।
୨) ଫ୍ଲାଟ୍ ନମ୍ବର ଇ-୦୮୩, ଅଷ୍ଟମ ମହଲା, କସମୋପଲିସ୍
୩) ଦୋକାନ ନମ୍ବର ୧୬, ସିମ୍ଫନି ମଲ୍, ପାହାଳ
୪), ନୟାଗଡ଼ର ଜଗନ୍ନାଥପ୍ରସାଦରେ ଅବସ୍ଥିତ ପୈତୃକ ଘର।
୫) ଶ୍ରୀ ଜେନାଙ୍କ କାର୍ଯ୍ୟାଳୟ ଚାମ୍ବର।
୬) ପଟିଆରେ ଥିବା ତାଙ୍କ ଶ୍ୱଶୁରଙ୍କ ଘର।
୭) ନୟାଗଡ଼ର ଶିବାଜୀନଗରରେ ଥିବା ତାଙ୍କ ଅନ୍ୟ ଜଣେ ଶ୍ୱଶୁରଙ୍କ ଘର।
୮) ଫ୍ଲାଟ୍ ନମ୍ବର ଏଚ୍-୧୬୪, ଟାୱାର ଏଚ୍ କସମୋପଲିସ୍
9) ପ୍ଲଟ୍ ନମ୍ବର ୫୪୯/୩୧୭୭/୩୩୬୮ଡୁମଡୁମା, ଭୁବନେଶ୍ୱର।
୧୦) ଜାଗମରାରେ ୬୧୭ ନଂ ପ୍ଲଟ୍ ସ୍ଥିତ ମେସର୍ସ ଏଏସଏନ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ।
Edited by k.s thakur...
Tags:
Bhubaneswar
je
latest news
latest update
odisha daily current affairs
r&b division
vigilance raid