ସ୍ବେଚ୍ଛାସେବୀ ସଂଗଠନ ସମୂହ ଦ୍ଵାରା ବନ ମହୋତ୍ସବ...

ସ୍ବେଚ୍ଛାସେବୀ ସଂଗଠନ ସମୂହ ଦ୍ଵାରା ବନ ମହୋତ୍ସବ...


ବରଗଡ଼,୦୬/୦୭ : ସଦର ବ୍ଲକ ଅନ୍ତର୍ଗତ ବଗେଇବିରା ଇଣ୍ଡିୟାନ୍ ମିଲିଟାରୀ ଏକାଡ଼େମୀ ଓ ବୁଦ୍ଧ ବିହାର କମିଟୀ ବରଗଡ଼ ର ମିଳିତ ଉଦ୍ୟମ ରେ ବରଗଡ଼ ଜିଲ୍ଲା ର ସ୍ବେଚ୍ଛାସେବୀ ସଂଗଠନ ସମୂହ ଦ୍ଵାରା ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

    Ad..


ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ବରେଇବିରା ଖେଳ ପଡ଼ିଆର ଚାରି ପାର୍ଶ୍ବରେ ଓ ନାଗାର୍ଜୁନ ବୁଦ୍ଧବିହାର ପରିସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। 

Ad..


ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମ ବଗେଇବିରା ଇଣ୍ଡିୟାନ ମିଲିଟାରୀ ଏକାଡ଼େମୀ ତଥା ବୁଦ୍ଧ ବିହାର କମିଟୀ ବରଗଡ଼ର ସଭାପତି ପୁରନ୍ଦର ଭୋସାଗର ଓ ବୁଦ୍ଧ ବିହାର କମିଟୀର ସଂପାଦକ ଅବିନାଶ ବାଗ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାଏକ...

Ad..


ଗୋବିନ୍ଦପୁର ଗ୍ରାମପଞ୍ଚାୟତ ପି ଇ ଓ ଡ଼ୋଲାମଣୀ ପ୍ରଧାନ, ସଂଯୁକ୍ତ କିସାନ ମୋର୍ଚ୍ଚାର ସଭାପତି ତଥା ଚାଷୀ ନେତା ରମେଶ ମହାପାତ୍ର, ନିଷ୍ଠା ପରିବାରର ସଭାପତି ଅଶ୍ବିନୀ ତ୍ରିପାଠୀ, କୋଶଲ ସେନାର ସମ୍ପାଦକ ବୀରବଲ ମହାକୁର, ସଂକଳ୍ପ ପରିବାରର କିଷନ ଠାକୁର, ଆମ୍ବେଦକର ଯୁବା ସଂଘ ବରଗଡ଼ର ବାଲ୍ମମୁକୁଦ ଜଗଦଳ୍ଲା... 

ଦୃଷ୍ଟି ସେବା ସଂଗଠନର ମାନସ କୁମ୍ଭାର, ବରଗଡ଼ ସଚେତନ ନାଗରିକ କମିଟୀର ସମ୍ପାଦକ ଭବାନୀ ପ୍ରସାଦ ସାହୁ, ଗୋବିନ୍ଦପୁର ଯୁବକ ସଂଘର ରଞ୍ଜନ କୁମାର ଦାସ, ଏସ.ସି ଏସ.ଟି ମିଳିତ ମଞ୍ଚର ବିକ୍ରମ ମହାନନ୍ଦ, ଜିଲ୍ଲା ସମାଜସେବୀ ସଂଘର ବଳିଷ୍ଠ ଦୁର୍ଗା, ବରିଷ୍ଠ ଓକିଲ ସିତାରାମ ମେହେର, ଫୁଲେ ପାଠଶାଳାର ଏକ୍ସ ଏଲ୍ଆଇସି ଅଫିସର ବାବଲୁ ବିଭାର ଓ ତାଙ୍କର ସହ ଧର୍ମିଣୀ ପୂର୍ବତନ ଶିକ୍ଷୟିତ୍ରୀ ଦୀପାଞ୍ଜଲୀ ଭୋଇ...

ସିଆରପି ସିଏମ୍ ସୁଵାସିନୀ ତାଣ୍ଡି ଓ ବଗେଇବିରା ଗ୍ରାମର ଶତାଧିକ ମହିଳାଙ୍କ ସହ ବିଭିନ୍ନ ସ୍ବେଛାସେବୀ ସଂଗଠନ ମାନଙ୍କରୁ ଅଶୋକ ଛତର, ଲବ ସାହୁ, ସୁଶାନ୍ତ ସାହୁ, ଠାକୁର ବିଶ୍ଵାଳ, ମୁକେଶ, ସୁମନ୍ତ, ସଞ୍ଜୟ, ତରୁଣ ପଟେଲ୍, ନବୀନ ବୁଢ଼େକ୍, ଆକାଶ ପାଣ୍ଡେ, ଗ୍ରାମର ଆନନ୍ଦ କୁଅଁର, ବିକାଶ ନାଏକ, ଟୁନାରାମ ପ୍ରଧାନ, ଅରୁଣ କୁମାର ବିଶି... 

ଅବେଦ ଭୋସାଗର ଓ ବଗେଇବିରା ଇଣ୍ଡିୟାନ ମିଲିଟାରୀ ଏକାଡ଼େମୀର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ଏବଂ ଏହି କାର୍ଯ୍ୟକ୍ରମ କୁ ଶେଷରେ ବୁଦ୍ଧ ବିହାର କମିଟୀର କୋଷାଧ୍ୟକ୍ଷ ଯୁଧିଷ୍ଠିର ବିଭାର ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post