ପୋଲିସ ପରିଚୟ ପତ୍ର ବିଳମ୍ବ ନେଇ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଲେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ...

ପୋଲିସ ପରିଚୟ ପତ୍ର ବିଳମ୍ବ ନେଇ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଲେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ...


ବରଗଡ଼,୧୮/୦୭ :  ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ପ୍ରମୁଖ କର୍ମକର୍ତ୍ତା  ଆଜି ବରଗଡ଼ ପୋଲିସ ଏସ.ପି ଶ୍ରୀ ମିନା ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଦୀର୍ଘ ୨୦୧୯ କରୋନା ସମୟରୁ ଅଧିକାଂଶ ଥାନା ରେ ପୋଲିସ ପରିଚୟ ପତ୍ର...

      Ad..


ପ୍ରଦାନରେ ଅହେତୁକ ବିଳମ୍ବ ର ପ୍ରତିବାଦ ଜଣାଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳ ଅନୁରୋଧ କରିଥିଲେ, ଏବଂ ଜିଲ୍ଲା ର ଆଇନ ସୃଶୁଙ୍ଖଳା ସହ ସାଇବର ଠକେଇ ତଥା ଘରୋଇ ନିର୍ଯାତନା...

    Ad..


ଭୋଗୁଥିବା ବରିଷ୍ଠ  ଙ୍କ ସମସ୍ୟା କୁ ଜଣାଇବାରୁ ତୁରନ୍ତ ପଦକ୍ଷେପ ନେବା ସହ ଖୁବ ଶୀଘ୍ର ପୋଲିସ ପରିଚୟ ପତ୍ର ପ୍ରଦାନ ସହ ଓ କର୍ମଶାଳା କରିବାକୁ ରାଜି ହୋଇ ଥିଲେ।

Ad..


ଏହି ପ୍ରତିନିଧି ମଣ୍ଡଳୀରେ ସଭାପତି ଶ୍ରୀ ପ୍ରମୋଦ ଝାଙ୍କର, ସଂଗଠବ ସମ୍ପାଦକ ଶ୍ରୀ କେଦାର ମିଶ୍ର,ଉପଦେଷ୍ଟା ଶ୍ରୀ ଭରତ ଭୂଷଣ ଦାଶ, ସମ୍ପାଦକ ଶ୍ରୀ ଗୋବିନ୍ଦ ଦାଶ, ବରିଷ୍ଠ ସାମ୍ବାଦିକ ତଥା ପଶ୍ଚିମ ଓଡିଶା ମହାସଂଘ ର ଉପଦେଷ୍ଟା ଶ୍ରୀ ରକ୍ଷା କାରୀ ବିଶି, ସହ ସମ୍ପାଦକ ଶ୍ରୀ କାହ୍ନୁ ଚରଣ ପୃଷ୍ଟି ପ୍ରମୁଖ ଆଲୋଚନା ରେ ଭାଗ ନେଇ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post