ଇଂଜିନିୟର ଚତୁର୍ଭୁଜ ପଟ୍ଟନାୟକଙ୍କର ପରଲୋକ...
ଭୁବନେଶ୍ଵର,୧୧/୦୭ : ଭୁବନେଶ୍ଵର ଶହୀଦନଗର ନିବାସୀ ଶ୍ରୀଯୁକ୍ତ ଚତୁର୍ଭୁଜ ପଟ୍ଟନାୟକ, ତା:୧୧.୭.୨୫ ପୂର୍ବାହ୍ନ ୧୧.୩୨ମିନିଟ୍ ରେ ଇହଲୀଳା ସମ୍ବରଣ କରିଛନ୍ତି।
Ad..
ସ୍ବର୍ଗତ ପଟ୍ଟନାୟକ ଘଟଗାଁ ନିବାସୀ ସ୍ବର୍ଗତ ଗୋପାଳ ପ୍ରସାଦ ପଟ୍ଟନାୟକ ଏବଂ ସ୍ବର୍ଗତ ଗୋଲକ ମଞ୍ଜରୀ ପଟ୍ଟନାୟକଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ।
Ad..
ସ୍ବର୍ଗତ ପଟ୍ଟନାୟକ Minor Irrigation ଏବଂ IDCO ରେ Superintendent engineer ରୂପେ କାର୍ଯ୍ୟ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଦୁଇ ପୁତ୍ର, ଦୁଇ ବୋହୁ, ନାତି, ଭାଇ, ଭଉଣୀ, ଭଣଜା ଭାଣିଜି, ଜ୍ଞାତି କୁଟୁମ୍ବ , ବନ୍ଧୁ ବାନ୍ଧବ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Ad..
ସ୍ବର୍ଗତ ପଟ୍ଟନାୟକ ଆର୍ଯ୍ୟସମାଜର ସମ୍ପାଦକ ଭାବରେ ବହୁଦିନ ଧରି କାର୍ଯ୍ୟ କରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ସହିଦନଗର ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।
Edited by k.s thakur...




