ଓଡିଆ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗଡ ଠାରେ ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ଦିବସ ପାଳନ...

ଓଡିଆ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗଡ ଠାରେ ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ଦିବସ ପାଳନ...


ବରଗଡ଼,୧୧/୦୭ : ଆଜି ସ୍ଥାନୀୟ ଓଡିଆ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱା. ନ -୪, ବରଗଡ ଠାରେ ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ଦିବସ ପାଳନ ହୋଇଥିଲା।
Ad..


ଏହି ଅବସର ରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ର ସଭାପତି ବିମଳ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍କୁଲ ନିରାପତ୍ତା ଓ ସଚେତନତା ଉପରେ ସମସ୍ତେ ଚେଷ୍ଟିତ ହେବାର ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟ ରେ କହିଥିଲେ।

   Ad..


ତତ୍ ସଙ୍ଗେ ଶିକ୍ଷା ଅଧିକାର ଆଇନ ବିଷୟ ରେ ସୂଚନା ପ୍ରଦାନ କରିଥିଲେ, ଅନ୍ୟ ମନ ଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ମହାସଂଘ ର ସମ୍ପାଦକ ଗୋପୀ ନାଥ ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଗ୍ରୀବର ବିଶି..

   Ad..


ସ୍ଥାନୀୟ କାଉନସିଲର ରୋଷନ୍ ପ୍ରଧାନ ଓ ସ୍କୁଲ ପରିଚାଳନା କମିଟି ର ସଭାପତି ମନୋଜ ଗଡତିୟା ଆଦି ମଞ୍ଚାସିନ ହୋଇ ନିଜ ବକ୍ତବ୍ୟ ରଖିଥିଲେ, ପରିସେଶ ରେ ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାଇରେନ୍ଦ୍ରି ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post