ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ଵ ହେପାଟାଇଟିସ ଦିବସ ପାଳିତ...

ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ଵ ହେପାଟାଇଟିସ ଦିବସ ପାଳିତ...


ବରଗଡ଼ ୨୮/୦୭ : ସ୍ଥାନୀୟ ପୁରୁଣା ହସ୍ପିଟାଲ ପରିସର ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ବିଶ୍ଵ ହେପାଟାଇଟିସ ଦିବସ ପାଳିତ ହୋଇ ଯାଇଛି।

       Ad..


ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ବିଶ୍ୱଜିତ୍ ଯୋଶୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଡ଼ା ଶ୍ରୀକୃଷ୍ଣ ବଲ୍ଲଭ ମହାନ୍ତି, ଡ଼ା ବିନୟ ବେହେରା ଡ଼ା ସୁବାସ ଅଗ୍ରୱାଲ, ଡ଼ା ସତିଶ କୁମାର ନାଏକ, ଡ଼ା ଅଲିଶା ପ୍ରଧାନ ପ୍ରମୁଖ ବିଭାଗୀୟ ପଦାଧିକାରୀ...

     Ad..


ବୃନ୍ଦ ଉପସ୍ଥିତ ରହି ହେପାଟାଇଟିସ ଓ ତାର ନିରାକରଣ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିବା ବେଳେ ଜିଲ୍ଲା ତଥ୍ୟ ପ୍ରବନ୍ଧକ ଅଜିତ ମେହେର ଙ୍କ ସମେତ  ସ୍ୱାଗତିକା ମିଶ୍ର,ପ୍ରକାଶ ମହାପାତ୍ର,ଭାନୁପ୍ରୀୟା ପାତ୍ର ପ୍ରମୁଖ ସ୍ବାସ୍ଥ୍ୟ ବିଭାଗ ର ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ।

Ad..


ଏହି ଅବସର ରେ ପୂର୍ବରୁ ଅନୁଷ୍ଟିତ ହୋଇଥିବା  ତର୍କ ପ୍ରତିଯୋଗିତା ର କୃତିପ୍ରତିଯୋଗୀ ରାଣା ପ୍ରତାପ ସ୍କୁଲ ଛାତ୍ରୀ ଶାଳିନି ସା,ଧରିତ୍ରୀ ରାଉତ,ପ୍ରାଚୀ ଭୋଶାଗର ଙ୍କୁ ପୁରସ୍କୃତ କରା ଯାଇଥିବା ବେଳେ ଏହି ଅବସର ରେ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ ବିଭିନ୍ନ ନର୍ସିଂ ମହାବିଦ୍ୟାଳୟ  ର ୬ ଜଣ ଛାତ୍ରୀ  ଙ୍କୁ ମଧ୍ୟ  ପୁରସ୍କୃତ କରାଯାଇଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post