କଣ୍ଟାବାଞ୍ଜୀ ବ୍ରାହ୍ମଣ ସମାଜ ଦ୍ଵାରା ସରକାରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ...

କଣ୍ଟାବାଞ୍ଜୀ ବ୍ରାହ୍ମଣ ସମାଜ ଦ୍ଵାରା ସରକାରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ...


କଣ୍ଟାବାଞ୍ଜି,୧୩/୦୭ :  ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ରାହ୍ମଣ ସମାଜ ଦ୍ଵାରା ରୋଗୀ ମାନଙ୍କୁ ଫଳ ବଣ୍ଟନ ତଥା କିଛି ସହଯୋଗ ରାଶି ପ୍ରଦାନ କରାଯାଇଛି। 

Ad..


୫୦ ରୁ ଉର୍ଦ୍ଧ୍ଵ ରୋଗୀ ଫଳ ଗ୍ରହଣ କରିବା ସହ ଖୁସି ଜାହିର କରିଥିଲେ। ଏହି ଅବସରରେ ବ୍ରାହ୍ମଣ ସମାଜ ସଭାପତି ଚିନ୍ମୟ କୁମାର ଯୋଷୀ, ଉପସଭାପତି ବିଜୟ ମିଶ୍ର, ସମ୍ପାଦକ ସରୋଜ ପଣ୍ଡା, ସହ-ସମ୍ପାଦକ ଜୟବ୍ରତ ସାହୁ... 

Ad..


କୋଷାଧ୍ୟକ୍ଷ ଜନାର୍ଦ୍ଦନ ଠାକୁର, ସହ କୋଷାଧ୍ୟକ୍ଷ ପ୍ରତ୍ୟୁଷ ପାଣିଗ୍ରାହୀ ଏବଂ ସମାଜ ର କାହ୍ନୁଚରଣ ମିଶ୍ର, ଜଗନ୍ନାଥ ଠାକୁର, ଦଣ୍ଡପାଣି ହୋତା, ନରୋତ୍ତମ ପଣ୍ଡା, ମନୋଜ ଠାକୁର, ସଞ୍ଜୟ ପଣ୍ଡା, ଦେବେନ୍ଦ୍ର ପଣ୍ଡା, ପ୍ରଭୂଦତ୍ତ ହୋତା, ମୋହନ ଖମାରୀ, ସହସ୍ରାଂଶୁ ହୋତା ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

    Ad..




Edited by k.s thakur...


Post a Comment

Previous Post Next Post