ସାହୁ ସମାଜ ତରଫରୁ ବୃକ୍ଷ ରୂପଣ...

ସାହୁ ସମାଜ ତରଫରୁ ବୃକ୍ଷ ରୂପଣ...


ଗାଇସିଲଟ,୧୩/୦୭ : ବରଗଡ଼ ଜ଼ିଲ୍ଲା ଗାଇସିଲଟ ବ୍ଲକ ସାହୁ କଲ୍ୟାଣ ମଣ୍ଡପ ଠାରେ ବୃକ୍ଷ ରୂପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।

Ad..


ଏହି ବୃକ୍ଷ ରୂପଣ ରେ ତୈଳିକ ସାହୁ ସମାଜ ସଭାପତି ଚୈତନ୍ୟ ସାହୁ, ସଂପାଦକ ଡୋଲାମଣି ସାହୁ,ଯଚିନ୍ଦ୍ର ସାହୁ, ରୁଦ୍ର ସାହୁ, ପ୍ରହଲ୍ଲାଦ ସାହୁ,ବଂଶୀଧର ସାହୁ, ବୈରାଗି ସାହୁ ଗିରିଧାରୀ ସାହୁ,ବିପିନ ସାହୁ, ଝସକେତନ ସାହୁ,ଲୁଚେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

      Ad..


ଆଗାମୀ ଦିନରେ ସଂଘ କିପରି ମଜଭୁତ ହେବ ସେଥିପାଇଁ ଆମକୁ ଏକ ଜୁଟ ହୋଇ ରହିବା କୁ ହେବ।କଲ୍ୟାଣ ମଣ୍ଡପ ର ଉନ୍ନତି ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦ କୁ ଭେଟିବା ପାଇଁ ଆଲୋଚନା କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post