ବରଗଡ଼ ମା ଶ୍ୟାମା କାଲି ମନ୍ଦିରରେ ଦୀପପ୍ରଜ୍ବଳନ କଲେ ଛାତ୍ର କଂଗ୍ରେସର ସଦସ୍ୟ...

ବରଗଡ଼ ମା ଶ୍ୟାମା କାଲି ମନ୍ଦିରରେ ଦୀପପ୍ରଜ୍ବଳନ କଲେ ଛାତ୍ର କଂଗ୍ରେସର ସଦସ୍ୟ...


ବରଗଡ଼,୧୩/୦୭ : ବାଲେଶ୍ୱର ଏଫ. ଏମ କଲେଜରେ ଘଟିଥିବା ଘଟଣାକୁ ନେଇ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ବରଗଡ଼ ମା ଶ୍ୟାମା କାଲି ମନ୍ଦିରରେ ଦୀପପ୍ରଜ୍ବଳନ କଲେ ଛାତ୍ର କଂଗ୍ରେସର ସଦସ୍ୟ।

      Ad..


ଗତକାଲି ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ଆତ୍ମହୁତି ଦେଇଥିବା ବେଳେ ତାଙ୍କ ଶରୀରର 95 ପ୍ରତିଶତ ଜଳି ପୋଡି ଯାଇଛି। 

      Ad..


ମହାବିଦ୍ୟାଳୟର ଅଧ୍ୟାପକ ତାଙ୍କୁ ନିର୍ଯାତନା ଦେଇଥିବା ବେଳେ ଛାତ୍ରୀ ଜଣକ କଲେଜ କତୃପକ୍ଷ, ଜିଲ୍ଲା ପ୍ରଶାସନ, ପୋଲିସ ଓ ରାଜନେତା ମାନଙ୍କୁ ଜଣାଇଥିଲେ ମଧ୍ୟ କେହି ଏହା ଉପରେ ଦୃଷ୍ଟି ଦେଇ ନ ଥିଲେ ଯାହାକୁ ନେଇ ଛାତ୍ରୀ ଜଣକ ଏପରି ଚରମ ନିଷ୍ପତି ନେଇ...

   Ad..


ଗତକାଲି ଆତ୍ମହୁତି ଦେଇଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ନ୍ୟାୟ ଦାବି ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି।

ଆଗାମୀ ଦିନରେ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଗୌରବ ପତି ଆଜାଦ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post