କିସାନ ସଂଘ ର ରାଷ୍ଟ୍ରୀୟ ଆର୍ଥିକ କମିଟି ପୂର୍ବାଞ୍ଚଳ ରେ ସ୍ଥାନ ପାଇଲେ କେଦାର ମିଶ୍ର...

କିସାନ ସଂଘ ର ରାଷ୍ଟ୍ରୀୟ ଆର୍ଥିକ କମିଟି ପୂର୍ବାଞ୍ଚଳ ରେ ସ୍ଥାନ ପାଇଲେ  କେଦାର ମିଶ୍ର...


ବରଗଡ଼/ନାଗପୁର,୨୬/୦୭ : ଅଖିଳ ଭାରତୀୟ ପ୍ରବନ୍ଧ ସମିତି ବୈଠକ ନାଗପୁର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ କାର୍ଯ୍ୟାଳୟ ରେ ଭାରତୀୟ କିସାନ ସଂଘ, ର ତିନି ଦିନ ବ୍ୟାପି ବୈଠକ ଅନୁଷ୍ଠିତ ହୋଇଯାଇଛି। 

       Ad..


ଉକ୍ତ ବୈଠକ ରେ ଜାତୀୟ ଆର୍ଥିକ କମିଟି ର ଉପଦେଷ୍ଟା ସଦସ୍ୟ ରୂପେ ଶ୍ରୀ କେଦାର ମିଶ୍ର ତିନି ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଶ୍ରୀ ମିଶ୍ର ଓଡିଶା, ପଶ୍ଚିମବଙ୍ଗ, ଆସାମ, ମଣିପୁର, ଗୋଆ,ମିଜୋରାମ, ତ୍ରିପୁରା ପୂର୍ବ ଭାରତ ପାଇ କାର୍ଯ୍ୟ କରିବେ। 

       Ad..


ବୈଠକ ରେ ସାରା ଭାରତ ର ୩୨ ଟି ପ୍ରଦେଶ ର ସଭାପତି, ସମ୍ପାଦକ, କୋଷାଧକ୍ଷ, ଓ କାର୍ଯ୍ୟକାରିଣୀ ସଦସ୍ୟ ର ୩୨୫ ଜଣ ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ଥିଲେ। ଓଡିଶା ରୁ ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ରାଜ୍ୟ ସମ୍ପାଦକ ଜାନକୀ ବଲ୍ଳଭ ସ୍ବାଇଁ, ଓ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ନିବାସ ଜୀ...

Ad..


ସର୍ବୋପରି ଓଡିଶା ର ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର ଙ୍କ ମାର୍ଗ ଦର୍ଶନ ରେ ଭାରତର ଅର୍ଥନୀତି, ନୀତି ଆୟୋଗ ର କୃଷକ ବିରୋଧୀ, ଆମେରିକା ର ପଶୁ ଖାଦ୍ୟ  ଜି.ଏମ ସଶ୍ୟ କୁ ଭାରତ ରେ ପ୍ରଯୋଗ ର କୁ ଚକ୍ରାନ୍ତ ର ରୂପରେଖ ସହ...

ସାରା ଭାରତ ରେ ଭୁ ଅଧିଗ୍ରହଣ ରେ କୃଷକ ର ସମସ୍ୟା ସହ ଓଡିଶା ରେ ଚାଷୀ ପରିଚୟ ପତ୍ର ତିଆରି ରେ ଅହେତୁକ କଠିଣ ନୀତି, ନିୟମ ଉପରେ ସବିଶେଷ ଆଲୋଚନା ହୋଇ ଆଗାମୀ ଦିନରେ ଭାରତ ର ଅର୍ଥନୀତି କୁ ବିଶ୍ୱ ରେ ତୃତୀୟ କରିବାକୁ ହେଲେ...

କୃଷି ଓ କୃଷକ ସମସ୍ୟା ର ସମାଧାନ କରିବାକୁ ସରକାର ଙ୍କୁ ଚେତେଇ ଦେବାକୁ ଆଗାମୀ ଦିନରେ ଏକ ସକାରlତ୍ମକ ଆନ୍ଦୋଳନ ର ରୂପରେଖ ତିଆରି ହେବ ବୋଲି ପ୍ରକାଶ କରିଥିଲେ। ଶ୍ରୀ କେଦାର ମିଶ୍ର ଙ୍କ ନୂତନ ଦାଇତ୍ୱ ଓଡିଶା ତଥା ବରଗଡ଼ ରେ ଆନନ୍ଦ ପ୍ରକାଶ ପାଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post