ଝାଞ୍ଜପାହାଡ ବମରିତ ଗ୍ରାମ୍ୟ ଜଙ୍ଗଲରେ ବନମହୋତ୍ସବ ପାଳିତ...
ବରଗଡ଼,୦୩/୦୭ : ଝାଞ୍ଜପାହାଡ ଅନ୍ତର୍ଗତ ବରଗଡ଼ ଜିଲ୍ଲା ପଦ୍ମପୁର ବମରିତ ସଂରକ୍ଷିତ ଜଙ୍ଗଲରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଲଖମରା ସରପଞ୍ଚ ସୁବାସ ଝଗରା ଯୋଗଦାନ ଦେଇଥିବା ବେଳେ ଫରେଷ୍ଟର ଶୁସାନ୍ତ ଦାସ ଓ ବନ ସୁରକ୍ଷା କମିଟି ସଭାପତି ଫକିର ଦାସ ଙ୍କ ପୈରହିତ୍ଯ ରେ ଓ ଫରେଷ୍ଟ ଗାର୍ଡ ହେମସାଗର ସାହୁ ଙ୍କ ତତ୍ବାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଗ୍ରାମ ର ସମସ୍ତ ଜନସାଧାରଣ ଙ୍କ ସମେତ ସହିଲା ଓ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଯୋଗଦାନ ଦେଇ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ବମରିତ ଅଂଚଳ କୁ ସବୁଜ ସୁନ୍ଦର ପରିବେଶ ଗଠନ କରିବାପାଇଁ ସଂକଳ୍ପ ନେଇଥିଲେ।
Ad..
Report : Bijay ku sahu
Edited by k.s thakur...




