ବଳଙ୍ଗା ଘଟଣା ; ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲେ ପୋଲିସ୍ ଡିଜି ୱାଇ. ବି. ଖୁରାନିଆ...
ପୁରୀ,୨୦/୦୭ : ଆଜି ଅପରାହ୍ନରେ ପୁରୀ ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି ୱାଇ. ବି. ଖୁରାନିଆ । ସାଥିରେ ପୁରୀ ଏସ୍ପି ପିନାକ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମଧ୍ୟ ସ୍ଥିତି ପରଖିଛନ୍ତି ।
Ad..
ପୀଡ଼ିତାଙ୍କୁ ଯେଉଁଠି ଅପହରଣ କରାଯାଇ କିରାସିନି ଢାଳି ନିଆଁ ଲଗାଯାଇଥିଲା, ସେହି ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।ବଳଙ୍ଗା ଘଟଣାସ୍ଥଳ ଅନୁଧ୍ୟାନ ପରେ ପ୍ରତିକ୍ରିୟା ଦେଇଛନ୍ତି ଡିଜିପି।
Ad..
ସେ କହିଛନ୍ତି ଆଜି ଦୁଇଟି ସ୍ପେଶାଲ ଟିମ୍ ଆସି ଅନୁଧ୍ୟାନ କରିଛନ୍ତ। SFSL ଓ ଏମ୍ସ ଫୋରେନସିକ୍ ଟିମ୍ ପ୍ରମାଣ ସଂଗ୍ରହ କରିଛନ୍ତି । କିଛି ତଥ୍ୟ ହସ୍ତଗତ ହୋଇଛି, କିଛି ଆସିବାର ବାକି ରହିଛି ।
Ad..
Edited by k.s thakur...
Tags:
balanga
latest news
latest update
odisha daily current affairs
police DG visit
puri
YB khurania




