ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୂଲ୍ୟରେ ମାନ୍ଦଲ ଓ ଢୋଲ ବାଦକ ଙ୍କ କର୍ମଶାଳା...
ବରଗଡ଼,୨୮/୦୭ : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ଲୋକ ବାଦ୍ୟ ମାନ୍ଦଲ ଓ ଢୋଲ ବଜାଇବା ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।
Ad..
ଅଧ୍ୟକ୍ଷ ଚୈତନ୍ୟ ପାଇକ ନିଜେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ବ୍ଲକ ରୁ ଆସିଥିବା ମାନ୍ଦଲ ବାଦକ ଓ ଢୋଲ ବାଦକ ମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
Ad..
ଏହି ଶିବିର ରେ ସାଧନ କର୍ମୀ ବିଶିଷ୍ଟ କଳାକାର ଖଗେଶ୍ବର ସାହୁ ,ନରେନ୍ଦ୍ର କଣ୍ଟା , ସତରଙ୍ଗୀ ବାଗ ଅନିରୁଦ୍ଧ ପାଇକ ସୁଶାନ୍ତ ବାରିକ, ସୌକିଲାଲ ଲୁହା ପ୍ରମୁଖ...
Ad..
ଉପସ୍ଥିତ ରହି ଜିଲ୍ଲା ର ଶତାଧିକ ଢ଼ୋଲ୍ ଓ ମାନ୍ଦଲ ବାଦକ ଙ୍କୁ ଲୋକ ବାଦ୍ୟ ପରିବେଷଣ ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
Report : Bijay ku sahu
Edited by k.s thakur...




