ସମୁଦ୍ରରେ ଗାଧେଇବା ବେଳେ ଘଟିଲା ଅଘଟଣ, ପାଣିରେ ବୁଡ଼ି ଯୁବକ ମୃତ...

ସମୁଦ୍ରରେ ଗାଧେଇବା ବେଳେ ଘଟିଲା ଅଘଟଣ, ପାଣିରେ ବୁଡ଼ି ଯୁବକ ମୃତ...


ପୁରୀ,୨୭/୦୭: ସମୁଦ୍ରରେ ଗାଧେଇବା ବେଳେ ଘଟିଲା ଅଘଟଣ। ସମୁଦ୍ରରେ ବୁଡ଼ି ଯୁବକ ମୃତ। ମୃତ ଯୁବକ ଛତିଶଗଡ଼ର ମୁକେଶ ଗୁପ୍ତା (୩୦ ବର୍ଷ) ବୋଲି ଜଣାପଡ଼ିଛି। 

      Ad..


ସୂଚନା ଅନୁସାରେ, ମୁକେଶ ତାଙ୍କ ୫ ଜଣ ସାଙ୍ଗଙ୍କ ସହ ପୁରୀ ବୁଲି ଆସିଥିଲେ । ରବିବାର ସକାଳେ ସେମାନେ ପୁରୀରେ ପହଞ୍ଚିଥିଲେ। 

Ad..


ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ସମୟରେ ପିଙ୍କ୍ ହାଉସ ବେଳାଭୂମି ନିକଟରେ ଭାସି ଯାଇଥିଲି । ମତ୍ସ୍ୟଜୀବୀ ଏଲ୍ ପିଣ୍ଟୁ ମଝି ସମୁଦ୍ରରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

Ad..




Edited by k.s thakur...

Post a Comment

Previous Post Next Post