ଗାଁ ସାଥୀ ସଂଘର ବୈଠକ,ନୂତନ କର୍ମକର୍ତ୍ତା ଚୟନ...

ଗାଁ ସାଥୀ ସଂଘର  ବୈଠକ,ନୂତନ କର୍ମକର୍ତ୍ତା ଚୟନ...


ବଙ୍ଗୋମୁଣ୍ଡା,୦୮/୦୭ :- ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥୀ ସଂଘର ସାଙ୍ଗଠନିକ ବୈଠକ କନ୍ଧବାହାଲ ବଜାର ପ୍ରାଙ୍ଗଣରେ ଗଙ୍ଗାଧର ନାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। 

   Ad..


ଗାଁ ସାଥୀ ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ସଂଘର ସଂଗଠନ ଉପରେ ଆଲୋଚନା କରିବା ସହ କମିଟିର ନୂତନ କର୍ମକର୍ତ୍ତା ଗଠନ କରିଥିଲେ। ସଂଘର ସଭାପତି  ଭାବେ ସରୋଜ କୁମାର ସୁନା, ଉପସଭାପତି ବୀର କିଶୋର ଜାଲ..

Ad..


ସୁରଭି ନାଗ, ସମ୍ପାଦକ ଦଶରଥ ବଛା,ସହ ସମ୍ପାଦକ ସଞ୍ଜୀବ ପୁଟେଲ, କୋଷାଧ୍ୟକ୍ଷ କ୍ଷୀରସିନ୍ଧୁ ନାଗ ଏବଂ ଉପଦେଷ୍ଟା ଭାବେ ପୁରୋହିତ ଜାଲ, ଗଣେଶରାମ ସୁନା,ଯୁଗଳ କିଶୋର ପୁଟେଲ,ଗଦାଧର ଶିକା,ମଙ୍ଗଲୁ ରଣା, ଗଙ୍ଗାଧର ନାଗ,ନୀଳାମ୍ବର ବନଛୋର...

Ad..


ମନ୍ଦାକିନୀ ତାଣ୍ଡି, ଅନୁରାଧା ମେହେର ପ୍ରମୁଖଙ୍କୁ  ମନୋନୀତ କରାଯାଇଥିଲା। ଆଗାମୀ ଦିନରେ ସଂଘ କୁ ସଂଗଠନ କରିବା ସହ ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବା ଲକ୍ଷରେ କ୍ରିୟାଶୀଳ ହୋଇ କାମ କରିବା ପାଇଁ ମତ ପ୍ରକାଶ ପାଇଥିଲା



Edited by k.s thakur...

Post a Comment

Previous Post Next Post