କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସ୍ଥାନୀୟ ରାମମନ୍ଦିର ପ୍ରାଙ୍ଗଣ ଏବଂ ଡୁମେରଚୁଆଁ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ...
କଣ୍ଟାବାଞ୍ଜି,୦୭/୦୭ : ଆଜି ବନ ମହୋତ୍ସବ ର ଅନ୍ତିମ ଦିବସରେ କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସ୍ଥାନୀୟ ରାମମନ୍ଦିର ପ୍ରାଙ୍ଗଣ ଏବଂ ଡୁମେରଚୁଆଁ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ଅବସରରେ ବ୍ରାହ୍ମଣ ସମାଜ ସଭାପତି ଚିନ୍ମୟ କୁମାର ଯୋଶୀ, ସମ୍ପାଦକ ସରୋଜ ପଣ୍ଡା,ଉପସଭାପତି ବିଜୟ ମିଶ୍ର, ସହସମ୍ପାଦକ ଜୟବ୍ରତ ସାହୁ, କୋଷାଧ୍ୟକ୍ଷ ଜନାର୍ଦ୍ଦନ ଠାକୁର, ସହ କୋଷାଧ୍ୟକ୍ଷ ପ୍ରତ୍ୟୁଷ ପାଣିଗ୍ରାହୀ..
Ad..
ସହ ନରୋତ୍ତମ ପଣ୍ଡା, କାହ୍ନୁଚରଣ ମିଶ୍ର, ସଞ୍ଜୟ ମିଶ୍ର, ଜିତେନ୍ଦ୍ର ପଣ୍ଡା, ସଞ୍ଜୟ ପଣ୍ଡା, ସୋମନାଥ ପାତ୍ର, ରାଜେଶ ମିଶ୍ର, ପ୍ରଭୂଦତ୍ତ ହୋତା, ମୋହନ ଖମାରୀ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
Ad..
Edited by k.s thakur...
Tags:
Brahman samaj
kantabanji
latest news
latest update
odisha daily current affairs
tree plantation





ସାଧୁ ବାଦ୍
ReplyDelete