ରୋଟାରୀ କ୍ଳବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ରକ୍ତ ଦାନ ଶିବିର...
ବରଗଡ଼,୦୬/୦୭ : ସ୍ଥାନୀୟ ସିଟି ହସ୍ପିଟାଲ ରେ ବରଗଡ଼ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରୋଟାରୀ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି ।
Ad..
କ୍ଲବ୍ ପକ୍ଷରୁ ଦୀର୍ଘ ୨୪ ବର୍ଷ ଧରି ପ୍ରତିବର୍ଷ ଜୁଲାଇ ମାସ ରେ ରକ୍ତ ଦାନ ଶିବିର ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏହି ଶିବିର ରେ ୨୩ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା।
Ad..
କ୍ଲବ୍ ର ସଭାପତି ରୋଟାରିଆନ ଆଶିଷ ପନସାରିଙ୍କ ନେତୃତ୍ବ ରେ ଆୟୋଜିତ ଏହି କାର୍ଯ୍ୟ କ୍ରମ ରେ ସମ୍ପାଦକ ସୁମନ ସାୱଡ଼ିଆ ,ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ ସାୱଡିଆ ପ୍ରମୁଖ ଙ୍କ ଉପସ୍ଥିତି ରେ କ୍ଲବ୍ ର ବରିଷ୍ଠ ସଦସ୍ୟ ଅମିତ୍ ଅଗ୍ରୱାଲ..
Ad..
ସଞ୍ଜୀବ ଅଗ୍ରୱାଲ ,ସନ୍ଦୀପ ସାୱଡିଆ,ସିଦ୍ଧାର୍ଥ ଶାସ୍ତ୍ରୀ,ପ୍ରବୀଣ ଲାଠ,ପ୍ରଦୀପ ଅଗ୍ରୱାଲ,ପୀୟୂଷ ଚୌଧୁରୀ,ଶଙ୍କର ବେରିୱାଲ,ରବୀନ୍ଦ୍ର ପଂଶାରି, ମନୋଜ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ଏହି ଅବସର ରେ ଇନର ହୁଇଲ୍ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ରକ୍ତ ଦାନ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
blood donation camp
latest news
latest update
odisha daily current affairs
rotary club




