ମାଲପାମୁଣ୍ଡା ଠାରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ...

ମାଲପାମୁଣ୍ଡା ଠାରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୯/୦୭ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଲପାମୁଣ୍ଡା ଠାରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

Ad..


ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରେକେଲା ଗୌତମ ପଟେଲ, ସମ୍ମାନନୀୟ ଅତିଥିଭାବେ ଡାଏଟ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଜ୍ଞାନେନ୍ଦ୍ର ମଲ୍ଲିକ, ହିଆଳ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମରେନ୍ଦ୍ର କୁମାର ବାଗ ଯୋଗ ଦେଇଥିଲେ। 

     Ad..


ଏହି ତାଲିମ ରେ ଅମରେନ୍ଦ୍ର ବାଗ, ଡଗର କିଶୋର ବଙ୍ଗୁଳା ଓ ଅପୁ କୁମାର ଭୋଇ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଏକ ଦିବସୀୟ ତାଲିମ କେନ୍ଦ୍ରରେ ହିଆଲ କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫ ଏଲ ଏନ ଶିକ୍ଷକ, ମିନାକ୍ଷୀ ପାଣ୍ଡେ,ବ୍ରଜମୋହନ ମିଶ୍ର,ଅନିତା ତ୍ରିପାଠୀ, ପ୍ରତାପ କୁଅର,ବିଜୟ ତାଣ୍ଡି...

   Ad..


ସତ୍ୟନାରାୟଣ ଧରୁଆ, ନଳିନୀ ସାହୁ, ମମତା ଯୋଶୀ, କୃଷ୍ଣଚନ୍ଦ୍ର ପଣ୍ଡା,ବଜୟନ୍ତୀ ପାଢି , ଭି କୃଷ୍ଣା କୁମାରୀ, ରେଣୁକା ମଞ୍ଜରୀ ମହାନନ୍ଦ  , ଅନୀଲ ମେହେର, ଅଭିନାଶ ମହାଳିଙ୍ଗ, ସୌରଭ ବେହେରା, ଖଗେଶ୍ୱର ଦଣ୍ଡସେନା, ଭୁର୍ସି ରଣା ଉପସ୍ଥିତ ଥିଲେ। ମାଲପାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରକାନ୍ତ ବେହେରା  ମଞ୍ଚ ପରିଚାଳନା ଓ ସମସ୍ତଙ୍କୁ ଧ୍ୟନ୍ୟବାଦ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post