ଗୋଟିଏ ପଟେ କମ୍ ଛାତ୍ର ଯୋଗୁଁ ସ୍କୁଲ ବନ୍ଦ ଅନ୍ୟ ପଟେ ଶିକ୍ଷକ ଦାବି କରି ତାଲା ବନ୍ଦ...

ଗୋଟିଏ ପଟେ କମ୍ ଛାତ୍ର ଯୋଗୁଁ ସ୍କୁଲ ବନ୍ଦ ଅନ୍ୟ ପଟେ ଶିକ୍ଷକ ଦାବି କରି ତାଲା ବନ୍ଦ...


ବରଗଡ଼,୧୪/୦୭ : ବରଗଡ଼ ଜିଲ୍ଲା ରେ ୨୦ ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଅଭାବ ରୁ ବନ୍ଦ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକ ରେ ଶିକ୍ଷକ ଅଭାବ ଦେଖାଦେଉଛି କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ସୃଷ୍ଟି ହେଉଛି। 

      Ad..


ଆବଶ୍ୟକତା ଠାରୁ କମ୍ ଛାତ୍ର ଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡାକ କୁ ସରକାରୀ ସ୍ତରରେ ବନ୍ଦ କରାଯାଇଛି ଅଥଚ ଛାତ୍ର ଛାତ୍ରୀ ଥିବା ସ୍କୁଲ ରେ ଶିକ୍ଷକ ଯୋଗାଇଦେବା ପାଇଁ ସ୍କୁଲ ରେ ତାଲାବନ୍ଦ କରି ଆନ୍ଦୋଳନ କରିବାକୁ ପଡୁଛି ଏଭଳି ଏକ ଦାବି ଉଠିଛି ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳ ରେ। 

Ad..


ଶିକ୍ଷକ ନିଯୁକ୍ତି ଦାବୀ ରେ ସ୍କୁଲ ରେ ତାଲା ପକାଇଲେ ଗ୍ରାମବାସୀ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଇଚ୍ଛାପାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ  ଆଠୋଟି ଶ୍ରେଣୀ ପାଇଁ କେବଳ ଦୁଇଟି ଶିକ୍ଷକ ଥିବାରୁ ଆଉ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି... 

Ad..


ଗ୍ରାମବାସୀ ଓ ସେଥିପାଇଁ ସ୍କୁଲ ଗେଟ ରେ ତାଲା ଦେଇ ଅଧିକ ଶିକ୍ଷକ ଦାବି କରିଛନ୍ତି। ଏପଟେ ବନ୍ଦ କରାଯାଇଥିବା ସ୍କୁଲ ଗୁଡିକ କୁ ପୁଣିଥରେ ଖୋଲିବା ପାଇଁ ଦାବି ଉଠିଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post