ସିମେଣ୍ଟ ନଗର ହାଇସ୍କୁଲ ରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ...
ବରଗଡ଼ ୧୪/୦୭ ପିଏମ୍ ଶ୍ରୀ ସିମେଣ୍ଟ ନଗର ହାଇସ୍କୁଲ ପରିସର ରେ ଆଦାନୀ ଫାଉଣ୍ଡେସନ ଓ ସିମେଣ୍ଟ ନଗର ହାଇ ସ୍କୁଲ ର ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
Ad..
ଆଦାନୀ ଫାଉଣ୍ଡେସନ ର ସିଏସଆର ପ୍ରଦୀପ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପିଏମ ଶ୍ରୀ ସିମେଣ୍ଟ ନଗର ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଦେବ ଜୀବନ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ର ଶୁଭାରମ୍ଭ କରିଥିଲେ ।
Ad..
ଏହି ଅବସର ରେ ଆଦାନୀ ଫାଉଣ୍ଡେସନ ଏବଂ ଆଦାନୀ ସିମେଣ୍ଟ ର କର୍ମ ଚାରି ଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ଓ ବିଦ୍ୟାଳୟ ଇକୋ କ୍ଲବ୍ ର ୩୦ ଜଣ ଛାତ୍ର ଯୋଗଦାନ କରି ବୃକ୍ଷ ରୋପଣ ରେ ସାମିଲ ହୋଇଥିଲେ।
Ad..
ଏହି ଅବସର ରେ ପ୍ରଧାନ ଶିକ୍ଷକ ଶ୍ରୀ କର ଓ ସି ଏସ ଆର୍ ମହାନ୍ତି ଛାତ୍ର ଛାତ୍ରୀ ଙ୍କୁ ପରିବେଶ ବିଷୟରେ ସଚେତନ କରାଇଥିଲେ ।ଚଳିତ ବର୍ଷ ଡ।ଙ୍ଗ ରୋଡ ରେ ପ୍ରାୟ ୨୮୦ କଟାପାଲି,ଖଲିଆପାଲି, ବର୍ଡୋଲ ଓ ବରଗାଁ ପଞ୍ଚାୟତ ରେ ୫୦୦୦ ଗୋଟି ବୃ୍ଷରୋପଣ ର ଯୋଜନା ରହିଛି ବୋଲି ସି ଏସ ଆର ପ୍ରଦୀପ କୁମାର ମହାନ୍ତି ସୂଚନା ପ୍ରଦାନ କରିଥିଲେ।
Report : Bijay ku sahu
Edited by k.s thakur...




