ବରଗଡ଼ ଜିଲ୍ଲା ଓଏଏସ ସଙ୍ଘର ସାମୁହିକ ଛୁଟି...

ବରଗଡ଼ ଜିଲ୍ଲା ଓଏଏସ ସଙ୍ଘର ସାମୁହିକ ଛୁଟି...


ବରଗଡ,୦୧/୦୭ : ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(BMC)ର ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁଙ୍କ ଉପରେ ଅମାନୁଷିକ ଆକ୍ରମଣକୁ ଦୃଢ଼ନିନ୍ଦା କରି ବରଗଡ ଜିଲ୍ଲାରେ କାର୍ଯ୍ୟରତ ୪୨ ଜଣ ଓଏଏସ ଅଧିକାରୀ...

      Ad..


ଏବଂ ୨୨ ଜଣ ଓଆରଏସ ଅଧିକାରୀଙ୍କୁ ମିଶାଇ ସମୁଦାୟ ୬୫ ଜଣ ଅଧିକାରୀ ଆଜିଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରିଛନ୍ତି।

   Ad..


ଏହି ଅବସରରେ ଜିଲ୍ଲାର ସମସ୍ତ ବରିଷ୍ଠ ଓଏଏସ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ଉପସ୍ଥିତ ଥିଲେ।

    Ad..




Report : Bijay ku sahu

Edited by k.s thakur...

Post a Comment

Previous Post Next Post