ବାଗଡେର ଗାଁରେ ଶିଶୁକନ୍ୟା ବିକ୍ରି ଘଟଣା ; ପରିବାର ଲୋକଙ୍କୁ ସାକ୍ଷାତ କଲେ ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି...

ବାଗଡେର ଗାଁରେ ଶିଶୁକନ୍ୟା ବିକ୍ରି ଘଟଣା ; ପରିବାର ଲୋକଙ୍କୁ ସାକ୍ଷାତ କଲେ ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି...


ଟିଟିଲାଗଡ଼,୨୯/୦୭ : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବାଗଡେର ଗାଁରେ ଅଭାବ ଯୋଗୁଁ ଶିଶୁକନ୍ୟା ୨୦ ହାଜର ଟଙ୍କାରେ ବିକ୍ରି କରିଥିବା ଘଟଣା ଖବର ଜାଣିବାପରେ ପରିବାର ଲୋକଙ୍କୁ...

Ad..


ସାକ୍ଷାତ କରିଥିଲେ ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି ତଥା ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ ମେହେର ଓ ତାଙ୍କ ସହିତ ଅନେକ ବିଜେଡି ସଦସ୍ୟ।

Ad..


ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷl ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗୀର ଜିଲ୍ଳା ପୂର୍ବତନ SDC ଉପାଧ୍ୟକ୍ଷl ଶ୍ରୀମତୀ ନିରୁପମା ମାଝୀ, ଜିଲ୍ଲା ପରିଷଦ ଶ୍ରୀମତୀ  ଗୀତା ବିଶି, ବରିଷ୍ଟ ବିଜେଡି ନେତା ଲକ୍ଷ୍ମଣ ମେହେର...

Ad..


ଏବଂ ବହୁ ବିଜେଡି କର୍ମୀ ତାଙ୍କୁ ସାକ୍ଷାତ କରି ତାଙ୍କ ଅସୁବିଧା ପଚାରି ବୁଝିଥିଲେ ଏବଂ ଆଗାମୀ ଦିନରେ ଦିନରେ ଜିଲ୍ଲା ପ୍ରଶାସନ ରୁ ସରକାରୀ ସାହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ।  



Edited by k.s thakur...

Post a Comment

Previous Post Next Post